Latest Odisha News

BREAKING NEWS

ବିଗ୍‌ ବସ୍‌ ୧୫ର ପ୍ରତିଯୋଗୀ ହେବେ ଆଦିତ୍ୟ!

ନୂଆଦିଲ୍ଲୀ: ବିଗ୍‌ ବସ୍‌ ସିଜିନ ୧୫ରେ ପ୍ରତିଯୋଗୀ ଭାବେ ନଜର ଆସିପାରନ୍ତି ଗାୟକ ଆଦିତ୍ୟ ନାରାୟଣ। ଏଥରର ସଂସ୍କରଣ ହୋଷ୍ଟ କରିବେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହର। ତେବେ ବିଗ୍ ବସ୍ ସିଜନ ୧୫ର ଓଟିଟି ସଂସ୍କରଣର ପ୍ରତିଯୋଗୀ ହେବେ ଗାୟକ ତଥା ଟେଲିଭିଜନ ଉପସ୍ଥାପିକା ଆଦିତ୍ୟ ନାରାୟଣ। ଏନେଇ ଗୁଜବ ପ୍ରଚାରିତ ହୋଇଛି।

ତେବେ ଏହି ଗୁଜବକୁ ସଫା ସଫା ଖଣ୍ଡନ କରିଛନ୍ତି ଆଦିତ୍ୟ। ସେ କହିଛନ୍ତି ରିୟାଲିଟି ସୋ ବିଗ୍‌ ବସ୍‌ର ପ୍ରତିଯୋଗୀ ହେବାକୁ ମୋର କୌଣସି ଆଗ୍ରହ ନାହିଁ। ସେ ଆହୁରି କହିଛନ୍ତି ଯେ ସେ ପ୍ରତିଯୋଗୀ ହେବା ବଦଳରେ ଦିନେ ବିଗ୍ ବସ୍ ଆୟୋଜନ କରିବାକୁ ପସନ୍ଦ କରିବେ।

Leave A Reply

Your email address will not be published.