Latest Odisha News

BREAKING NEWS

ନୈନିତାଲରେ ବାଦଲଫଟା ବର୍ଷା; ମାଟି ତଳେ ଫସି ରହିଛନ୍ତି ଲୋକ!

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ନୈନିତାଲ ଜିଲ୍ଲାର ରାମଗଡର ଏକ ଗାଁରେ ଭୂସ୍ଖଳନ ହୋଇଛି। ଲୋକମାନେ ମାଟି ଅତଡା ତଳେ ଫସି ରହିଥିବାର ଆଶଙ୍କା କରାଯାଉଛି।

ପୋଲିସ ଟିମ୍ ଏବଂ ପ୍ରଶାସନ ଘଟଣାସ୍ଥଳରେ ପହଂଚିଛନ୍ତି ବୋଲି ବୋଲି ଜଣାପଡ଼ିଛି।

ନୈନିତାଲ ଏସଏସପିଙ୍କ କହିବା ଅନୁଯାୟୀ କିଛି ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି କିନ୍ତୁ ପ୍ରକୃତ ସଂଖ୍ୟା ଏପର୍ଯ୍ୟନ୍ତ ଜଣାପଡି ନାହିଁ।

Comments are closed.