Latest Odisha News

ସବୁଜ ବାଣକୁ ମିଳିଲା ଗ୍ରୀନ୍ ସିଗନାଲ୍

କଟକ: ରାଜ୍ୟରେ ସବୁଜ ବାଣକୁ ଅନୁମତି। ଅନୁମତି ଦେଲେ ହାଇକୋର୍ଟ। ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରି ରାୟ ଦେଲେ ହାଇକୋର୍ଟ। ନିର୍ଦ୍ଦିଷ୍ଟ କିଛି ସର୍ତ୍ତ ଅନୁସାରେ ବିକ୍ରୀ ହୋଇ ପାରିବ ସବୁଜ ବାଣ।

Comments are closed.