ଭୁବନେଶ୍ୱର : ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା। କୋଭିଡ୍ ପାଇଁ ହୋଇନଥିଲା ଘୋଷଣା । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରଷ୍କାର। ଏହା ଛଡା ନୀଳ ମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବା ଲାଗି ମଧ୍ୟ ମନୋନୀତ।ଚଳଚ୍ଚିତ୍ର ଖୁସି ରେ ଅଭିନୟ ପାଇଁ ସରୋଜ ପରିଡ଼ା ଶ୍ରେଷ୍ଠ ଅଭିନେତା। ଖୁସି ପାଇଁ କାବ୍ୟା କିରଣ ଶ୍ରେଷ୍ଠ ଅଭିନେତ୍ରୀ ପୁରଷ୍କାର ପାଇଲେ।କାଳିଆ କରୁଛି ନୀଳାକୁ ଶ୍ରେଷ୍ଠ ଟେଲି ଫିଲ୍ମ।
BREAKING NEWS
- ଷ୍ଟେଟ୍ ବ୍ୟାଙ୍କରେ ୧୫୩୮ କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଓଡ଼ିଶାରେ ରହିଛି ୧୧୧ ସିଟ୍
- PoK Protesters:PoKରେ ବିକ୍ଷୋଭକାରୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଶାହବାଜଙ୍କ ଦଳ; ପୂର୍ବରୁ ଆତଙ୍କବାଦୀ କହିଲେ ବର୍ତ୍ତମାନ ଦେଶପ୍ରେମୀ…
- ରାଜଧାନୀରେ ନକଲି ‘OPTCL’ ଅଧିକାରୀଙ୍କ କଳାକାରନାମା: ୨୯ ଲକ୍ଷ ଟଙ୍କା ଠକି ସ୍ୱାମୀ ଗିରଫ, ସ୍ତ୍ରୀ ଫେରାର
- ଲେଜର ଲାଇଟ୍ ପାଇଁ ହଟହଟା ପାଇଲଟ, ଅଳ୍ପକେ ବର୍ତ୍ତିଲେ ୧୫୯ ଯାତ୍ରୀ…
- ଭାରତୀୟ ଟେଷ୍ଟ ଦଳକୁ ଫେରିଲେ ସରଫରାଜ: ଓହରିଲେ ସାଇ ସୁଦର୍ଶନ, ୧୫ରୁ ଗାଲେରେ ପ୍ରଥମ ଟେଷ୍ଟ
- ଆଗାମୀ ୩ ଘଣ୍ଟା ମଧ୍ୟରେ ଭିଜିବ ଭୁବନେଶ୍ୱର ଓ ପୁରୀ
- ଚୀନରେ ତାଣ୍ଡବ ରଚୁଛି ଟାଇଫୁନ୍ ଡଲଫିନ୍
- ବିଶ୍ୱର ଟପ୍-୫ ଧନୀ କ୍ରିକେଟର: ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର, ଜାଣନ୍ତୁ ଧୋନୀ ଓ କୋହଲିଙ୍କ ସମ୍ପତ୍ତି କେତେ
- ସିରାଜଙ୍କ ଲଗାତାର ୩ଟି ଛକା: ୱାର୍ମଅପ ମ୍ୟାଚ୍ରେ ଶ୍ରୀଲଙ୍କା-୧୧କୁ ହରାଇଲା ଭାରତ
- ଛାତ୍ରଙ୍କ ପ୍ରତି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ; ଦୀକ୍ଷାନ୍ତ ସମାରୋହକୁ ସିଜେଆଇଙ୍କ ଆମନ୍ତ୍ରଣକୁ ବିରୋଧ କଲେ ହାଇଦ୍ରାବାଦ ନାଲସାରର ବିଦ୍ୟାର୍ଥୀ

Comments are closed.