Latest Odisha News
Browsing Tag

film

ତୃତୀୟ ଥର ପାଇଁ ବଦଳିଲା ଅକ୍ଷୟ କୁମାରଙ୍କ ଫିଲ୍ମର ନାଁ: ଜନ୍ମଦିନରେ ରିଲିଜ ହୋଇପାରେ ଟିଜର୍ 

ଭୁବନେଶ୍ୱର: ଓଃ ମାଇଁ ଗଡ୍-୨ଚଳଚ୍ଚିତ୍ରର ସଫଳତାକୁ ନେଇ ଅକ୍ଷୟ କୁମାର ବେଶ୍ ଖୁସି ଅଛନ୍ତି । କିନ୍ତୁ ଏହାକୁ ନେଇ ଉତ୍ସବ ପାଳିବା ପରିବର୍ତ୍ତେ ସେ ତୁରନ୍ତ ଏକ ନୂଆ ପ୍ରୋଜେକ୍ଟର ସୁଟିଂ ଆରମ୍ଭ କରିଥିଲେ । ଆଜିକାଲି ସେ ଲକ୍ଷ୍ନୌରେ 'ସ୍କାଏ ଫୋର୍ସ' ପାଇଁ ସୁଟିଂ କରୁଛନ୍ତି । ଏହି ସମୟରେ…

ଲଭ୍‌, ରୋମାନ୍ସ, ଆକ୍ସନ ନେଇ ଆସୁଛି ‘ଫେରିଲେ ମୁଁ ତୁମର’ 

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ପରଦାକୁ ଆସୁଛି ‘ଫେରିଲେ ମୁଁ ତୁମର’  । ଆଉ ଦର୍ଶକଙ୍କ ପାଇଁ ନେଇ ଆସିଛି ଲଭ୍‌, ରୋମାନ୍ସ ଭରା ଓଡ଼ିଆ ଫିଲ୍ମ ‘ଫେରିଲେ ମୁଁ ତୁମର’  । ସୁଧାକର ବସନ୍ଥଙ୍କ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମର ଅଡିଓ, ଟ୍ରେଲର ରିଲିଜ ହୋଇଯାଇଛି  । ତେବେ ଏହି ଫିଲ୍ମର କାହାଣୀଟି ଏକ…

ପଠାନ୍‌ ଫିଲ୍ମର ପ୍ରଥମ ଗୀତ ରିଲିଜ୍‌

ନୂଆଦିଲ୍ଲୀ : ରିଲିଜ୍‌ ହେଲା ପଠାନ୍‌ ଫିଲ୍ମର ପ୍ରଥମ ଗୀତ  । ପ୍ରଥମେ ପୋଷ୍ଟର ପରେ ଟିଜର ବର୍ତ୍ତମାନ ପଠାନ୍‌ର ପ୍ରଥମ ଗୀତ ରିଲିଜ ହୋଇଛି  । ଯେଉଁଥିରେ ବୋଲ୍ଡ ଲୁକ୍‌ରେ ନଜର ଆସିଛନ୍ତି ଶାହାରୁଖ ଏବଂ ଦୀପିକା  । ଶାହାରୁଖ ଏବଂ ଦୀପିକାଙ୍କ ଏହି ଲୁକ୍‌କୁ ଦର୍ଶକମାନେ ଖୁବ୍‌ ପସନ୍ଦ…

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ…

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ନିଜ…

ଋଷୀୟ ଯୁବତୀଙ୍କୁ ଘାରିଲା ପୁଷ୍ପା କ୍ରେଜ୍‌, ମସ୍କୋ ରାସ୍ତାରେ ଧୂଳି ଉଡ଼ାଇଲେ ବିଦେଶିନୀ

ନୂଆଦିଲ୍ଲୀ : ଏବେବି ଥମିନି ପୁଷ୍ପାର ଫିଭର୍‌  ।  ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ଥିଲା ପୁଷ୍ପା ଫିଲ୍ମର ଡାଇଲଗ୍‌ ‘ପୁଷ୍ପା ଝୁକେଗା ନେହିଁ ’। ଫିଲ୍ମରେ ନାୟକ ଅଲ୍ଳୁ ଅର୍ଜୁନ ରଖିଥିବା ହେୟାର ଷ୍ଟାଇଲ ଏବଂ ତାଙ୍କର ଚାଲିବାର ଶୈଳୀକୁ ସମସ୍ତେ ଅନୁକରଣ କରୁଥିଲେ । କଥା କଥାରେ…

ଅଶ୍ଳୀଳ ଭିଡିଓ ସୁଟିଂ ମାମଲାରେ ରାଜ୍‌ଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ

ନୂଆଦିଲ୍ଲୀ : ସମସ୍ୟାରେ ପଡ଼ିଲେ ବଲିଉଡ ସୁନ୍ଦରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍‌ କୁନ୍ଦ୍ରା । ରାଜ୍‌ କୁନ୍ଦ୍ରାଙ୍କ ପିଛା ଛାଡ଼ିବାର ନାଁ ଧରୁନି  ସମସ୍ୟା । ଅଶ୍ଳୀଳ ଭିଡିଓ ଉତ୍ତୋଳନ ମାମଲାରେ ରାଜ୍‌ କୁନ୍ଦ୍ରା, ଶର୍ଲିନ ଚୋପ୍ରା ଓ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ…

‘ଆଦିପୁରୁଷ’ ଫିଲ୍ମରେ ରାବଣକୁ ନେଇ ବିବାଦ, ସୋସିଆଲ ମିଡିଆରେ ବଢ଼ୁଛି ବିରୋଧ

ନୂଆଦିଲ୍ଲୀ : ‘ଆଦିପୁରୁଷ’ ଫିଲ୍ମ ର ବହୁ ପ୍ରତିକ୍ଷୀତ ଟିଜର ରିଲିଜ୍ ହୋଇଛି  । ‘ଆଦିପୁରୁଷ’ ଫିଲ୍ମକୁ ନେଇ ଲୋକଙ୍କ ମଧ୍ୟରେ ଥିବା ଉତ୍ସାହ ଟିଜର ଆସିବା ପରେ ନିରାଶାରେ ପରିଣତ ହୋଇଛି  । ପୂର୍ବରୁ ‘ଆଦିପୁରୁଷ’ ଫିଲ୍ମ କୁ ନେଇ ପ୍ରଶଂସକଙ୍କ ମନରେ ବେଶ୍ କ୍ରେଜ୍ ଦେଖା ଦେଇଥିଲା  । କିନ୍ତୁ…

ଗାଁରୁ ବଲିଉଡ ଯାତ୍ରା

ଯାଜପୁର : ଗାଁ ଷ୍ଟୁଡିଓରେ ବିବାହ ବ୍ରତର ଭିଜୁଆଲ ଏଡିଟିଂ କରୁଥିଲେ ,ଏବେ ସୁପର ଷ୍ଟାରଙ୍କ ସୁପର ବଜେଟ ଫିଲ୍ମରେ କାମ କରୁଛନ୍ତି  । ଯାଜପୁର ଜିଲ୍ଲା ଏକ ଛୋଟ  ଗାଁର ସାଧାରଣ ଭିଡିଓ ଏଡିଟରରୁ , ବଲିଉଡ୍ ଭଳି ବଡ ଫିଲ୍ମ ଇଣ୍ଡଷ୍ଟ୍ରୀରେ ସାମିଲ ହେବାର ଯାତ୍ରା   । ଆମେ କହୁଛୁ  ଏପରି ଜଣେ…

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ୨୦୧୯ : ଜୟଦେବ ପୁରସ୍କାର ପାଇଁ ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର ମନୋନୀତ

ଭୁବନେଶ୍ୱର : ୨୦୧୯ ମସିହା ପାଇଁ ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର ଘୋଷଣା। କୋଭିଡ୍ ପାଇଁ ହୋଇନଥିଲା ଘୋଷଣା । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର। ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରଷ୍କାର। ଏହା ଛଡା ନୀଳ ମାଧବ ପଣ୍ଡା ଶ୍ରେଷ୍ଠ…