ଭୁବନେଶ୍ୱର : ନଭେମ୍ବର ୨୪ ତାରିଖରୁ ଭୁବନେଶ୍ୱରରେ ଜୁନିଅର ହକି ବିଶ୍ୱକପ ଆରମ୍ଭ ହେବ । ଏଥିପାଇଁ ଭାରତୀୟ ଦଳର ତାଲିକା ଘୋଷଣା କରାଯାଇଛି । ପୁରୁଷ ଜୁନିଅର ହକି ବିଶ୍ୱକପ ପାଇଁ ଏଫଆଇଏଚ ମୋଟ୍ ୧୮ ଜଣ ଖେଳାଳୀଙ୍କ ନାଁ ଘୋଷଣା କରିଛି । ଏଥିରେ ୩ ଜଣ ଓଡିଆ ଖେଳାଳୀ ସ୍ଥାନ ପାଇଛନ୍ତି। ଓଡ଼ିଶାର ଅଭିଶେଖ ଲାକ୍ରା,ସୁଦୀପ ଚିର୍ମାକୋ,ସୁନୀଲ ଜୋଜୋ ଏହି ଟିମରେ ସ୍ଥାନ ପାଇଛନ୍ତି ।ଜୁନିୟର ହକି ବିଶ୍ୱ କପ୍ ପାଇଁ ବିବେକ ସାଗରଙ୍କୁ ଭାରତୀୟ ଦଳର ଅଧିନାୟକ ,ସଞ୍ଜୟଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି । ।ପ୍ରଥମ ମ୍ୟାଚରେ ଭାରତ ଓ ଫ୍ରାନ୍ସକୁ ଭେଟିବ ବୋଲି ଜଣାପଡ଼ିଛି।୨୫ ତାରିଖରେ ଭାରତୀୟ ଟିମ୍ କାନାଡା ଓ ୨୭ ତାରିଖରେ ପୋଲାଣ୍ଡ କୁ ଭେଟିବ ଭାରତୀୟ ଦଳ ।ମୋଟ୍ ୧୬ ଟି ଏହି ହକି ଜୁନିଅର ବିଶ୍ୱକପରେ ଅଂଶଗ୍ରହଣ କରିବେ।
BREAKING NEWS
- RE-NEET UG 2026: କଡା ସୁରକ୍ଷା ମଧ୍ୟରେ ଆଜି ପୁଣି ନିଟ୍ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ପଢନ୍ତୁ ଟିକିନିଖି ଅପଡେଟ୍…
- ନରେନ୍ଦ୍ର ପୁଷ୍କରିଣୀରୁ ୨ମୃତଦେହ ଉଦ୍ଧାର;ତଦନ୍ତ ଜାରି
- ମହିଳାମାନଙ୍କ ଠାରୁ ୧.୩୮ କୋଟି ଠକିଥିବା ମହିଳା ଧରାପଡିଲେ
- ଆଉ ନାହାଁନ୍ତି ଅନ୍ତର୍ଜାତୀୟ ତୀରନ୍ଦାଜ ରାଜେଶ ହାସଁଦା; କ୍ରୀଡ଼ା ଜଗତରେ ଶୋକର ଛାୟା
- ଇଚ୍ଛାଶକ୍ତି ଆଗରେ ହାର ମାନିଲା ବୟସ: ୩୫ ବର୍ଷ ପରେ କଲେଜ୍ ପରୀକ୍ଷା ଦେବାକୁ ପହଞ୍ଚିଲେ ୫୦ ବର୍ଷୀୟା ମହିଳା
- ଦୂର ହେଲା ଶ୍ରୀମନ୍ଦିର ଚୁନରା ଓ ଦଇତାପତି ସେବକଙ୍କ ପାଉଣା ମତଭେଦ
- ଡିଲ୍ ବେଳେ ମହାବଳ ବାଘ ଛାଲ ଜବତ, ଜଣେ ଗିରଫ, ୨ ଫେରାର
- ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନାରେ ଓଡ଼ିଶାକୁ ୩୭ କୋଟି ସହାୟତା ପ୍ରଦାନ
- Lightning strike:ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ,୮ ଗୁରୁତର ସହ ୧୭ ଛେଳି ମୃତ
- ଏସଆଇଆର ନିୟମରେ ଉଲ୍ଲଙ୍ଘନ ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି ଟିମ୍

Comments are closed.