ଭୁବନେଶ୍ୱର : ବିଜେପି ନେତ୍ରୀଙ୍କ ଗାଡିକୁ ବୋମାମାଡ । ଭୁବନେଶ୍ୱର ନୟାପଲ୍ଲୀ ବ୍ରିଟ କଲୋନୀରେ ବିଳମ୍ବିତ ରାତିରେ ବିଜେପି ନେତ୍ରୀଙ୍କ ଗାଡିକୁ ଦୁର୍ବୃତ୍ତ ମାନେ ବୋମାମାଡ କରି ଜାଳି ଦେଇଛନ୍ତି । ଜିଲ୍ଲା ବିଜେପି କୋଷାଧ୍ୟକ୍ଷା ମିନତି ବେହେରାଙ୍କ ଗାଡି ଉପରେ ପେଟ୍ରୋଲ ବୋମାମାଡ ହୋଇଛି ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ ମଧ୍ୟ ଯାଞ୍ଚ କରିଛି ପୋଲିସ । ତେବେ ବିଜେପି ନେତ୍ରୀଙ୍କ ଗାଡିକୁ କିଏ ଓ କାହିଁକି ବୋମା ମାଡ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।
BREAKING NEWS
- ପୁଷ୍ପା ନିର୍ଦ୍ଦେଶକ ସୁକୁମାରଙ୍କ ସହ ହାତ ମିଳାଇଲେ ସାଉଥ ସୁପରଷ୍ଟାର ରାମ ଚରଣ
- Subhadra Yojana:ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା;୨୫ ଜୁଲାଇ ସୁଦ୍ଧା ଆବେଦନଗୁଡ଼ିକର…
- ଶ୍ରୀଲଙ୍କାର ସ୍ପିନ୍ ଟ୍ରାକରେ ଜିତିବାକୁ ଟିମ ଇଣ୍ଡିଆର ସ୍ୱତନ୍ତ୍ର ଯୋଜନା
- ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା
- ବାଲେଶ୍ୱରରେ ଘନଉଛି ବନ୍ୟା ବିପତ୍ତି, ବିପଦ ସଙ୍କେତ ଟପିଲା ଜଳକା ନଦୀ
- ଓଡ଼ିଶାରେ ଦାଦନ ସମସ୍ୟା ରୋକିବ ‘ପ୍ରୋଜେକ୍ଟ ବ୍ଲେସ୍’: ସରକାରଙ୍କ ବଡ଼ ପଦକ୍ଷେପ
- ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ମାମଲାରେ ବନ୍ଧା ହେଲେ ପୂର୍ବତନ ବିଧାୟକଙ୍କ ଜ୍ୱାଇଁ
- ମହିଳା ଥାନାରୁ ଚମ୍ପଟ ମାରିଥିବା ଦୁଷ୍କର୍ମ ଅଭିଯୁକ୍ତ ବେଙ୍ଗାଲୁରୁରୁ ଗିରଫ
- ବିବାଦୀୟ ଏଫସିଆରଏ ବିଲକୁ ବିରୋଧ ପାଇଁ କଂଗ୍ରେସର ବଡ଼ ରଣନୀତି, ଜାରି ହେଲା ହୁଇପ୍
- କେନ୍ଦୁଝରରେ ବଡ଼ ଧରଣର ବ୍ୟାଙ୍କ ଠକେଇ: ଗ୍ରାହକଙ୍କ ଆକାଉଣ୍ଟରୁ ୩ କୋଟି ଲୁଟିଲେ ବାପା ପୁଅ

Comments are closed.