Latest Odisha News

BREAKING NEWS

ବାତ୍ୟା ‘ଜୱାଦ’ ପାଇଁ ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଗଲାଣି

ଆନ୍ଧ୍ରପ୍ରଦେଶ : ବାତ୍ୟା ‘ଜୱାଦ’ ପାଇଁ ୫୪ ହଜାର ଲୋକଙ୍କୁ କରାଗଲାଣି ସ୍ଥାନାନ୍ତର। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଜୱାଦ ସ୍ଥଳଭାଗ ମୁହାଁହେବ ବୋଲି ଆଶଙ୍କା କରାଯାଉଛି।ଏହାକୁ ନେଇ ଆଜି ଆନ୍ଧ୍ରପ୍ରଦେଶରେ ୫୪ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛିା ୩ ଟି ଜିଲ୍ଲାରୁ ମୋଟ ୫୪ ହଜାର ଲୋକଙ୍କୁ ପ୍ରଶାସନ ସୁରକ୍ଷିତ ଭାବେ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ରଖିଛି। ବାତ୍ୟା ଜୱାଦ ଆନ୍ଧ୍ର ଉପକୂଳ ଦେଇ ଓଡ଼ିଶା ଆସିବ ଆସନ୍ତାକାଲି ମଧାହ୍ନ ସୁଦ୍ଧା ଜୱାଦ ପୁରୀରେ ମାଡ ହେବା ଆଶଙ୍କା ରହିଛି।ଏହା ପ୍ରଭାବରେ ଘଣ୍ଟାପ୍ରତି ୧୦୦ କିମି ବେଗରେ ପବନ ବହିବଓ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେପଟେ ଆନ୍ଧ୍ରରେ ମଧ୍ୟ ବର୍ଷା ଓ ପବନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Leave A Reply

Your email address will not be published.