Latest Odisha News

BREAKING NEWS

ଶ୍ରୀମନ୍ଦିର ଚୁଲି ଭଙ୍ଗା ଘଟଣାରେ ଜଣେ ଅଟକ

ପୁରୀ: ଶ୍ରୀମନ୍ଦିର ରୋଷଘରେ ପଶି ଚୁଲି ଭାଙ୍ଗିବା ଘଟଣାରେ ପୋଲିସ ଜଣଙ୍କୁ ଧରିଛି । ଏନେଇ ପୁରୀ ପୋଲିସ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜରୁ ଚିହ୍ନଟ କରି ଅଭିଯୁକ୍ତକୁ ଧରାଯାଇଛି ।

କିନ୍ତୁ ତାଙ୍କ ପରିଚୟ ପ୍ରକାଶ କରାଯାଇନାହିଁ । ତାଙ୍କୁ ପଚରାଉଚୁରା କରାଯାଉଛି ଏବଂ ଅଧିକ ତଦନ୍ତ କରାଯାଉଥିବା ଜଣାପଡ଼ିଛି ।

Comments are closed.