ହରାରେ: ଜିମ୍ବାୱେର ରେୟାଲ ବର୍ଲ ଧୂଆଁଧାର ବ୍ୟାଟିଂ କରି ଭାରତର ଯୁବରାଜ ସିଂଙ୍କୁ ମନେ ପକାଇ ଦେଇଛନ୍ତି । ବାଂଲାଦେଶ ବିପକ୍ଷରେ ବର୍ଲ ନସୁମ ଅହମ୍ମଦଙ୍କ ଗୋଟିଏ ଓଭରରେ ୩୪ ରନ ସଂଗ୍ରହ କରିଥିଲେ । ଟି୨୦ କ୍ରିକେଟ ଇତିହାସରେ ତୃତୀୟ ଥର ପାଇଁ ଗୋଟିଏ ଓଭରରେ ୬ଟି ଯାକ ବଲରେ ବାଉଣ୍ଡରୀ ମରାଯାଇଛି । ବର୍ଲ ଏହି ଓଭରରେ ୫ ଛକା ଓ ଗୋଟିଏ ଚୌକା ମାରିଥିଲେ । ପୂର୍ବରୁ ଯୁବରାଜ ସିଂ ଓ କିରନ ପୋଲାର୍ଡ ୬ଟି ଯାକ ବଲରେ ବାଉଣ୍ଡରୀ ମାରିଛନ୍ତି । ବ୍ରଡଙ୍କ ଗୋଟିଏ ଓଭରରେ ଯୁବି ୬ଟି ଛକା ମାରିଥିଲେ । ନସୁନ ଏଥିସହ ଟି୨୦ରେ ୪ର୍ଥ ମହଙ୍ଗା ବୋଲର ସାବ୍ୟସ୍ତ ହୋଇଛନ୍ତି । ଅନ୍ୟମାନେ ହେଲେ ବ୍ରଡ(୩୬), ଅକିଲା ଧନଂଜୟ (୩୬) ଓ ଭାରତର ଶିବମ ଦୁବେ (୩୪) । ଜିମ୍ବାୱେ ପ୍ରଥମ ଥର ପାଇଁ ବାଂଲାଦେଶ ବିପକ୍ଷରେ ସିରିଜ ବିଜୟ ହାସଲ କରିଛି ।
BREAKING NEWS
- ରାଜ୍ୟରେ ଖାଲି ପଡିଛି ୧୦୦ ବିଇଓ ପଦବୀ
- Textbooks: ପ୍ରଥମରୁ ଦ୍ୱାଦଶ ଯାଏଁ ପରିବର୍ତ୍ତନ ହେବ ପାଠ୍ୟ ପୁସ୍ତକ…ପିଲା ପଢିବେ ନୂଆ ବହି
- ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ
- ବିମାନ ବାତିଲ ପାଇଁ ହଟହଟା ନବବିବାହିତ; ଭିସିରେ ଯୋଗଦେଲେ…
- ଜାତୀୟ ମୁଦ୍ରାରେ ନେଣଦେଣ କରିବା ଆଡ଼କୁ ଯାଉଛି ଭାରତ-ରୁଷ
- Suspended: ଥାନା ଅଧିକାରୀ ନିଲମ୍ବିତ, ନିକଟରେ ଇନ୍ସପେକ୍ଟରରୁ ଡିଏସପିକୁ ହୋଇଥିଲା ପଦୋନ୍ନତି
- ଶିଶୁକନ୍ୟାକୁ ମାରି ମାଆ ଫେରାର !
- ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବନ୍ଧବାହାଲ ସେକ୍ସନ ଫରେଷ୍ଟର
- Barrage: ବୈତରଣୀ ନଦୀରେ ନିର୍ମାଣ ହେବ ବ୍ୟାରେଜ୍: ମୁଖ୍ୟମନ୍ତ୍ରୀ
- ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖାଲି ପଡିଛି ପଦବୀ: ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଉତ୍ତର
Comments are closed.