Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଆଜିର ସେମିଫାଇନାଲ ଲଢେଇରେ ଇଂଲଣ୍ଡ-କ୍ରୋଏସିଆ ମୁକାବିଲା

ମସ୍କୋ : ଫିଫା ବିଶ୍ୱକପ ଫୁଟବଲ ଏବେ ପ୍ରାୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ପ୍ରଥମ ସେମିଫାଇନାଲ ଜିତି ଫ୍ରାନ୍ସ ଫାଇନାଲରେ ପହଞ୍ଚି ସାରିଥିବା ବେଳେ ଆଜି ଦ୍ୱିତୀୟ ସେମିଫାଇନାଲ ।

ଆଜିର ସେମିଫାଇନାଲ ବିଜେତା ହିଁ ଫାଇନାଲରେ ଭେଟିବ ଅଭିଜ୍ଞ ଫ୍ରାନ୍ସ ଦଳକୁ । ଆଜି ଇଂଲଣ୍ଡ ଓ କ୍ରୋଏସିଆ ଫୁଟବଲ ଦଳ ମଧ୍ୟରେ ହେବ ଘମାଘୋଟ ଲଢେଇ ।

Leave A Reply

Your email address will not be published.