ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ୱକାର ବୈଷ୍ଣବ ଜେନାଙ୍କ ପରଲୋକ । ଆଜି ଭୋର ସମୟରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ସେ ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବେଞ୍ଜରାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରୁ ସାମ୍ବାଦିକତା ଆରମ୍ଭ କରିଥିଲେ ସେ । ସେ ରାଜ୍ୟ ସରକାରଙ୍କ ମାନ୍ୟତାପ୍ରାପ୍ତ ସାମ୍ୱାଦିକ ଥିଲେ । ଅନେକ ଖବରକାଗଜରେ ସେ କାମ କରିଥିଲେ । ମୃତ୍ୟୁ ପୂର୍ବରୁ କେତେକ ଖବରକାଗଜ ପାଇଁ ମୁକ୍ତ ସାମ୍ୱାଦିକତା କରୁଥିଲେ ଓ ସ୍ତମ୍ବ ଲେଖୁଥିଲେ ।
BREAKING NEWS
- ପୁରୀ ରାଜଭବନ ସମ୍ପର୍କିତ ଘଟଣାରେ ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ
- ଟାରିଫ ଯୁଦ୍ଧରେ ପଡ଼ିଲା ପୂର୍ଣ୍ଣଛେଦ! ଭାରତୀୟ ରପ୍ତାନିକାରୀଙ୍କ ପାଇଁ ଖୁସି ଖବର, ଆମେରିକା କମାଇଲା ଶୁଳ୍କ
- Minor Minerals: ଲଘୁ ଖଣିଜ ଉପରେ ଅତିରିକ୍ତ ଶୁଳ୍କ ବୃଦ୍ଧି କଲେ ସରକାର;କୋଷାଗାରକୁ ଅଧିକ ଅର୍ଥ…
- EU ସହ ଭାରତର ଡିଲ୍ ଦେଖି ଆମେରିକା ବିଚଳିତ? ମୋଦୀଙ୍କୁ ଫୋନରେ ଟ୍ରମ୍ପ କ’ଣ କହିଲେ…
- ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ: ଅରୁଣ କୁମାର ସାହୁଙ୍କ ପୁସ୍ତକ ‘ପୀଡ଼ା’ ଓ ସଙ୍ଗୀତ ‘ଶୀତୁଆ ସନ୍ଧ୍ୟା’ ଲୋକାର୍ପିତ
- ଫୁଏଲ କଣ୍ଟ୍ରୋଲ ସ୍ୱିଚରେ ତ୍ରୁଟି, ଅଳ୍ପକେ ଟଳିଲା ବଡ଼ ଦୁର୍ଘଟଣା
- କେନ୍ଦ୍ରୀୟ ବଜେଟରେ ଓଡ଼ିଶା ପାଇଁ ୧୦ ହଜାର ୯୨୮କୋଟି ବ୍ୟୟ ବରାଦ
- ବ୍ରହ୍ମପୁରରେ ଆରମ୍ଭ ହେବ ହେଲିକପ୍ଟର ସେବା…
- ରାୟଗଡା ଶିଳ୍ପାନୁଷ୍ଠାନରେ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ୮୦ ପ୍ରତିଶତ ନିଯୁକ୍ତି ସଂରକ୍ଷଣ ହେବ: ମୁଖ୍ୟମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ତୃତୀୟ ଟାଇଟଲ ଲକ୍ଷ୍ୟରେ ଟିମ ଇଣ୍ଡିଆ
Comments are closed.