ମୁମ୍ବାଇ: ସଦ୍ୟଘୋଷିତ ୯୫ ତମ ଓସ୍କାର ଆୱାର୍ଡ ଉତ୍ସବରେ ଭାରତ ଦୁଇଟି ପୁରସ୍କାର ଜିତିଛି, ଯାହାକୁ ନେଇ ସାରା ଦେଶ ଗର୍ବ କରିଛି । ଏଭଳି ସମୟରେ ଏହି ଓସ୍କାର ଆୱାର୍ଡ ଉତ୍ସବରେ ହଲିଉଡର ଏକ ଫିଲ୍ମ ଏକାଥରକେ ୭ଟି ଆୱାର୍ଡ ହାତେଇ ଇତିହାସ ରଚିଛି । ଫିଲ୍ମଟି ହେଲା ‘ଏଭ୍ରିଥିଙ୍ଗ ଏଭ୍ରିହୋୟାର ଅଲ ଆଟ ୱାନ୍ସ’ । ସର୍ବଶ୍ରେଷ୍ଠ ଅଭିନେତ୍ରୀ, ସର୍ବଶ୍ରେଷ୍ଠ ଫିଲ୍ମ, ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ, ସର୍ବଶ୍ରେଷ୍ଠ ସ୍କ୍ରିପ୍ଟ ରାଇଟିଂ, ସର୍ବଶ୍ରେଷ୍ଠ ଫିଲ୍ମ ସମ୍ପାଦନା, ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଓ ସର୍ବଶ୍ରେଷ୍ଠ ସହାୟକ ଅଭିନେତା କ୍ୟାଟେଗୋରୀରେ ଏହି ଫିଲ୍ମ ପୁରସ୍କୃତ ହୋଇ ରେକର୍ଡ ସୃଷ୍ଟି କରିଛି ।
BREAKING NEWS
- ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ: ହାଇ-ସିକ୍ୟୁରିଟି ଜୋନ୍ରେ ଥିବା ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ
- ଭୟାବହ ଅଗ୍ନିକାଣ୍ଡ: ୪ଟି ପରିବାରର ୪୦ ଲକ୍ଷ ଟଙ୍କାର ସମ୍ପତି ଜଳି ପାଉଁଶ, ସହାୟତାର ହାତ ବଢାଇଲେ ପୂର୍ବତନ ମନ୍ତ୍ରୀ
- ଇଭି ବନାମ ପେଟ୍ରୋଲ କାର: ଇଲେକ୍ଟ୍ରିକ୍ ଗାଡ଼ିରେ କ’ଣ ଅଧିକ ନିଆଁ ଲାଗିବାର ଭୟ ଥାଏ? ଜାଣନ୍ତୁ ସତ୍ୟତା
- ଆଉ ପେଟ୍ରୋଲ୍ ଡିଜେଲ୍ ଗାଡ଼ି କିଣିବେନି ରାଜ୍ୟ ସରକାର
- ବିନା ଟୋଲ୍ରେ ଖୋଲିଲା ହର୍ମୁଜ ପ୍ରଣାଳୀ, ପଢ଼ନ୍ତୁ ତେଲ ଓ ଗ୍ୟାସ ଦର କମିବ କି ନାହିଁ?
- ସ୍ଲୋଭାକିଆରେ ‘ବ୍ରେଡ୍ ଆଣ୍ଡ ସଲ୍ଟ’ ଦେଇ ମୋଦିଙ୍କୁ ସ୍ୱାଗତ, ଜାଣନ୍ତୁ ଏହି ଅନନ୍ୟ ପରମ୍ପରାର ରହସ୍ୟ
- ନିଜ ବାହାଘର ନିଜେ ରୋକିଲେ ନାବାଳିକା
- ଫିଫା ବିଶ୍ୱକପ୍ ୨୦୨୬ ଭବିଷ୍ୟବାଣୀ
- ଶୌଚ ହେବାକୁ ଯିବାବେଳେ ନାବାଳିକାଙ୍କୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୃତ୍ତ
- ମାଛ ଧରିବାକୁ ଯିବେନି ମତ୍ସ୍ୟଜୀବୀ, ପ୍ରଭାବିତ ହେବେ ୫୦ ହଜାର ପରିବାର

Comments are closed.