Latest Odisha News

BREAKING NEWS

ଘରେ ରଖନ୍ତୁ ତିନି ଗୋଡ଼ିଆ ବେଙ୍ଗ, ମିଳିବ ସୁଖ, ଶାନ୍ତି ଓ ସମୃଦ୍ଧି

ବାସ୍ତୁଶାସ୍ତ୍ରକୁ ଭାରତରେ ଅନେକ ଲୋକ ବିଶ୍ୱାସ କରିଥାନ୍ତି। ବାସ୍ତୁ ଅନୁସାରେ ଘର ସଜାଇବା ଦ୍ୱାରା ଘରେ ସକାରାତ୍ମର ଶକ୍ତି ଉତ୍ପନ୍ନ ହୋଇଥାଏ ବୋଲି ଲୋକ ବିଶ୍ୱାସ ରହିଛି । ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ, ବାସ୍ତୁ ଶାସ୍ତ୍ରର ବ୍ୟବହାର ପ୍ରାଚୀନ କାଳରୁ କରାଯାଇ ଆସୁଛି।

ବାସ୍ତୁ ଅନୁଯାୟୀ ଘରେ ତିନୋଟି ଗୋଡ଼ ଥିବା ବେଙ୍ଗକୁ ରଖିବା ଭାଗ୍ୟଶାଳୀ ବୋଲି କୁହାଯାଇଥାଏ । ତିନୋଟି ଗୋଡ଼ ଥିବା ବେଙ୍ଗ ଘରେ ରଖିବା ଦ୍ୱାରା ଧନଲାଭ ହୋଇଥାଏ । ମୁହଁରେ ଦବାଇ ରଖି ଥିବା ବେଙ୍ଗକୁ ଘରେ ରଖିଲେ, ଭାଗ୍ୟ ଆପଣଙ୍କ ସହିତ ରହିଥାଏ।

ଏହି ବେଙ୍ଗକୁ ଘରର ମୁଖ୍ୟ ଦ୍ୱାରରେ ରଖିବା ଶୁଭ ବୋଲି କୁହାଯାଇଥାଏ।
କିନ୍ତୁ ଭୁଲ୍‌ରେ ବି ଏହି ବେଙ୍ଗକୁ ରୋଷେଇ ଘର କିମ୍ୱା ଶୌଚାଳୟରେ ରଖନ୍ତୁ ନାହିଁ। ଏପରି କଲେ ର୍ଦୁଭାଗ୍ୟ ଘୋଟି ଆସିବ।

ଏହାକୁ କୌଣସି ଉଚ୍ଚା ସ୍ଥାନରେ ଲାଲ୍‌ କାଗଜ ବା ଲାଲ୍‌ ରିବନ୍‌ ଉପରେ ରଖନ୍ତୁ।

Leave A Reply

Your email address will not be published.