ଖୋର୍ଦ୍ଧା: ବେଗୁନିଆ ଥାନାରୁ ଜବତ ବାଣ ଓ ମଦ ଚୋରାଚାଲାଣ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ହୋମଗାର୍ଡ ପ୍ରକାଶ ମୁଦୁଲି ଓ ଜଣେ କାର୍ ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ଉଭୟ ଙ୍କ ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଏସଡିପିଓ । ବେଗୁନିଆ ଥାନାରୁ ଚୋରାଚାଲାଣ ବେଳେ ଗତକାଲି ରାତିରେ ଧରାପଡିପଡିଥିଲେ । ଉଭୟଙ୍କୁ ଅଟକ ରଖି ସ୍ଥାନୀୟ ଲୋକ ଏସଡିପିଓଙ୍କ ଜିମା ଦେଇଥିଲେ । କାଲି ଦୁଇଟି ଘଟଣାରେ ବିପୁଳ ବାଣ ଓ ମଦ ଜବତ ହୋଇଥିଲା । ହୋମଗାର୍ଡ ପ୍ରକାଶ ମୁଦୁଲି ଜବତ ହୋଇଥିବା ବାଣ ଓ ମଦକୁ ଗତକାଲି ରାତିରେ ଚୋରାଚାଲାଣ କରୁଥିବାବେଳେ ଧରାପଡିଥିଲେ ।
BREAKING NEWS
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
- ବଙ୍ଗଳାର ୩୨ ହଜାର ଶିକ୍ଷକଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି: ବିରୋଧ କରୁଛି ବିଜେପି
- Naxal Encounter: ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀ ନିହତ;ଜଣେ ଯବାନ ସହିଦ, ଆଉ ଜଣେ ଆହତ
- ଚର୍ଚ୍ଚାରେ ବେଲଜିୟମର କୁନି ଆଇନଷ୍ଟେଇନ
- ସକାଳୁ ଉଷୁମ ପାଣି ସହ ଘିଅ ପିଅନ୍ତୁ, ୧୫ ଦିନରେ ଦୂର ହେବ ଏହି ସମସ୍ୟା…
- ପୁଟିନଙ୍କ ଗସ୍ତ ପୂର୍ବରୁ ଭାରତ ସହିତ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିକୁ ମଞ୍ଜୁରୀ ଦେଲା ଋଷ
- Bomb threat emails: ଏହି ବିଶ୍ୱବିଦ୍ୟାଳୟର ଦୁଇଟି କଲେଜକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ସଜାଗ
Comments are closed.