୩ ସହକାରୀ ସରକାରୀ ଓକିଲଙ୍କୁ ବହିଷ୍କାର କଲେ ଓଡିଶା ସରକାର ଓଡିଶାଫିଚର By ଓଡ଼ିଶା ସମ୍ବାଦ ବ୍ୟୁରୋ On Oct 31, 2019 Share ଭୁବନେଶ୍ବର: ଓଡିଶା ସରକାର ଗୁରୁବାର ଦିନ ୩ ଜଣ ସହକାରୀ ସରକାରୀ ଓକିଲଙ୍କୁ କାର୍ଯ୍ୟରୁ ବହିଷ୍କାର କରିଛନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ପୂର୍ଣ୍ଣ ଚନ୍ଦ୍ର ନାୟକ, ସୁଧାଂଶୁ ମିଶ୍ର ଓ ବଂଶୀଧର ଦାସ। ଏନେଇ ଆଇନ ବିଭାଗ ପକ୍ଷରୁ ଏକ ଅଧିସୂଚନା ଜାରି କରାଯାଇଛି। Odisha Government Share
Comments are closed.