Latest Odisha News

BREAKING NEWS

‘ଏକ୍ସ’ ର ସର୍ଭର ଡାଉନ

ନୂଆଦିଲ୍ଲୀ: ଏଲୋନ୍ ମସ୍କଙ୍କ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମର ‘ଏକ୍ସ’ ର ସର୍ଭର ଡାଉନ। ତେବେଏହା ପ୍ରଥମ ଥର ନୁହେଁ ଯେ ଉପଭୋକ୍ତାମାନେ ଏପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ସୂଚନା ଅନୁଯାୟୀ, ଅନେକ ଉପଭୋକ୍ତା ‘ଏକ୍ସ’ ସେବାକୁ ଆସେସ୍ କରିବାକୁ ସକ୍ଷମ ହେଉ ନାହାଁନ୍ତି। ଏହାର ସର୍ଭର ଡାଉନ୍ ହେବା ପରେ ଲୋକମାନେ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ସମସ୍ୟା ବିଷୟରେ ପୋଷ୍ଟ କରିବା ଆରମ୍ଭ କରିଛନ୍ତି। ଅନେକ ୟୁଜର୍ସ ଅଭିଯୋଗ କରିଛନ୍ତି ଯେ ଫିଡ୍ ରିଫେର୍ସ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Comments are closed.