ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଆଗାମୀ ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଯାନବାହାନ ଚଳାଚଳ ନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି କରାଯାଇଛି।
ବିଧାନସଭାର ବଜେଟ୍ ଅଧିବେଶନ ଫେବୃଆରୀ ୧୩ରୁ ଏପ୍ରିଲ୍ ୫ ତାରିଖ ପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଫେବୃଆରୀ ୧୩ ରୁ ୨୧ ଏବଂ ପୁନର୍ବାର ମାର୍ଚ୍ଚ ୭ ରୁ ଏପ୍ରିଲ୍ ୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୭ତମ ବିଧାନସଭାର ତୃତୀୟ ଅଧିବେଶନକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଏହି ଟ୍ରାଫିକ୍ କଟକଣା ବଳବତ୍ତର ରହିବ ବୋଲି ଜଣାପଡିଛି।
ତେବେ ଜାଣନ୍ତୁ ଏହି ଅବଧି ମଧ୍ୟରେ କେଉଁ ମାର୍ଗ ଦେଇ ଯାତାୟାତ କରିବେ…

Comments are closed.