ଭୁବନେଶ୍ୱର: ଆଗାମୀ ୨୬ ତାରିଖରେ ହେବାକୁ ଥିବା ସୂର୍ଯ୍ୟପରାଗ ନିମନ୍ତେ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ମଙ୍ଗଳବାର ଦିନ ରାଜ୍ୟସରକାର ଘୋଷଣା କରିଛନ୍ତି ।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକୁ ଏହି ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ।
ସୂର୍ଯ୍ୟପରାଗ ୨୬ ତାରିଖ ସକାଳ ୮ ଟା ୨୦ ରୁ ଆରମ୍ଭ ହୋଇ ଦିନ ୧୧ ଟା ୨୯ ଯାଏଁ ରହିବ ।
Comments are closed.