Latest Odisha News

BREAKING NEWS

କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ; ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ ପିସିସି ସଭାପତି

ଭୁବନେଶ୍ବର: ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତୀ ଦିନରୁ ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ କରିବ କଂଗ୍ରେସ । ଏହି ସମୟରେ ମାଲକାନ ଗିରିରୁ ଆରମ୍ଭ ହେବ ପଦଯାତ୍ରା । ପିସିସି ସଭାପତି ଭକ୍ତ ଚରଣ ଦାସ ଏହି ପଦଯାତ୍ରା ଆରମ୍ଭ କରିବା ନେଇ ସୂଚନା ରହିଛି ।

ପିସିସି ସଭାପତି ଏହି ସତ୍ୟାଗ୍ରହ ଯାତ୍ରାରେ ୧୪୭ ନିର୍ବାଚନ ମଣ୍ଡଳୀ ବୁଲିବେ । ଏହି ସମୟରେ ତାଙ୍କ ସହ ଏଆଇସିସିର ନେତାମାନେ ସାମିଲ ହେବେ ବୋଲି ଜଣାଯାଇଛି ।

Comments are closed.