ଭୁବନେଶ୍ୱର: ଆଜି ହେଉଛି ମହାପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୭ ତମ ଜନ୍ମ ଜୟନ୍ତୀ । ଏହାକୁ ଦେଶବ୍ୟାପୀ ‘ଯୁବ ଦିବସ’ ରୂପେ ପାଳନ କରାଯାଏ । ଏହି ଅବସରରେ ସମସ୍ତ ଯୁବବର୍ଗଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ।
Humble tributes to the great spiritual guru and patriot, #SwamiVivekananda on his birth anniversary. He was a foundation head of wisdom and always strived to awaken our youth to realise their true potential.#NationalYouthDay pic.twitter.com/iwUZ38uBgp
— Naveen Patnaik (@Naveen_Odisha) January 12, 2020
ଏହି ଉପଲକ୍ଷେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଯୁବବର୍ଗଙ୍କୁ ଶୁଭେଚ୍ଛା ଓ ଶୁଭକାମନା ପ୍ରଦାନ କରିଛନ୍ତି ।
Swami Vivekananda had unparalleled faith in the youth.
It is our youth that will power India’s growth trajectory in the times to come. pic.twitter.com/Fqj1xQpayj
— Narendra Modi (@narendramodi) January 12, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଜନତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟ୍ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ଦେଶକୁ ଆଗକୁ ଆଗେଇ ନେବାରେ ଯୁବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେଣୁ ଯୁବକମାନଙ୍କୁ ବିବେକାନନ୍ଦଙ୍କ ଆଦର୍ଶରେ ଆଗେଇ ନେବାର ଆବଶ୍ୟକତା ରହିଥିବାରୁ ଆଜି ଏହାକୁ ‘ଜାତୀୟ ଯୁବ ଦିବସ’ ଭାବରେ ପାଳନ କରାଯାଇଥାଏ ।
Comments are closed.