Latest Odisha News

BREAKING NEWS

Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

କଟକ:ବିଲଡର ସଂସ୍ଥା ମାଲିକ ସଞ୍ଜୀବ ବିଶ୍ୱାଳ ଗିରଫ । ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଗିରଫ କଲା କଟକ ସଦର ଥାନା ପୋଲିସ । ୩୮ଲକ୍ଷ ଠକେଇ ଅଭିଯୋଗରେ ବିଲ୍ଡର ଗିରଫ । ଦୁଇ ଜଣ ବ୍ୟକ୍ତିଙ୍କୁ ଜମି ଦେବାକୁ କହି ଠକି ଥିବା ଅଭିଯୋଗ ହୋଇଥିଲା ।

ସୂଚନାଥାଉକି, ୨୦୨୪ ସାଧାରଣ ନିର୍ବାଚନରେ ବାଲିକୁଦା ଏରସମାର ସ୍ୱାଧୀନ ପ୍ରାର୍ଥୀ ଥିଲେ ସଞ୍ଜୀବ ।

୨୦୨୨ ମସିହାରୁ ଟଙ୍କା ଦେଇ ଜମି ପାଇ ନ ଥିଲେ ଅଭିଯୋଗକାରୀ । ବାରଙ୍ଗ ଏବଂ ଗୋପାଳପୁର ଅଞ୍ଚଳରେ ଅଫିସ ଖୋଲି ଠକୁ ଥିଲେ ।

Leave A Reply

Your email address will not be published.