ନୂଆଦିଲ୍ଲୀ: ବଜେଟ ୨୦୨୦-୨୧ରେ ଆୟକର ସ୍ଲାବରେ ବଡ ଧରଣ ରିହାତି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆୟକର ସ୍ଲାବକୁ ୪ଟି ସ୍ଲାବରେ ବିଭାଗ କରାଯାଇଛି । ୫ଲକ୍ଷ ଯାଏଁ ଆୟ ଉପରେ ସମ୍ପୂର୍ଣ୍ଣ ଆୟକର ରିହାତି ଘୋଷଣା କରିବା ସହ ସର୍ବାଧିକ ୩୦ପ୍ରତିଶତ ଟିକସ ପ୍ରସ୍ତାବ ରଖାଯାଇଛି ।
-୫ଲକ୍ଷ ଯାଏଁ ଆୟ ଉପରେ ଟିକସ ଛାଡ ।
-୫ ଲକ୍ଷରୁ ସାଢ଼େ ୭ ଲକ୍ଷ ଆୟ ଉପରେ ୧୦ % ଟିକସ ।
-ସାଢ଼େ ୭ ଲକ୍ଷରୁ ୧୦ ଲକ୍ଷ ଆୟ ଉପରେ ୧୫ % ଟିକସ ।
-୧୦ଲକ୍ଷରୁ ସାଢ଼େ ୧୨ଲକ୍ଷ ଆୟ ଉପରେ ୨୦ % ଟିକସ ।
-ସାଢ଼େ ୧୨ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ % ଟିକସ ।
-୧୫ଲକ୍ଷରୁ ଅଧିକ ଆୟ ଉପରେ ୩୦% ଟିକସ ।
-ଆୟକର ପୈଠ ପାଇଁ ୨ଟି ବିକଳ୍ପ ବ୍ୟବସ୍ଥା ।
-ନୂଆ କିମ୍ବା ପୁରୁଣା ଆୟକର ବ୍ୟବସ୍ଥାରୁ ଗୋଟିଏ ଚୟନ କରିପାରିବେ ଆୟକରଦାତା ।
-ପୁରୁଣା ବ୍ୟବସ୍ଥାରେ ଆୟକର ଦେଲେ ଲାଗୁ ହେବନି ନୂଆ ଆୟକର ସ୍ଲାବ ।
-ପୁରୁଷ, ମହିଳା ଓ ବରିଷ୍ଠ ନାଗରିକଙ୍କ ପାଇଁ ଗୋଟିଏ ଆୟକର ବ୍ୟବସ୍ଥା ।
BREAKING NEWS
- ପୁଣି ହସାଇବାକୁ ଆସୁଛନ୍ତି କପିଲ ଓ ସୁନୀଲ: ଖୁବଶୀଘ୍ର ଫେରୁଛି ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ’ ସିଜନ ୫
- Subhadra Scheme Applications:ଏହି ଦିନ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ
- ୨୦୧୩ ଝିରମ ଘାଟି ନରସଂହାର ମାମଲାରେ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ
- ଏସିଆନ୍ ଗେମ୍ସ: ବିପ୍ରଜ ନିଗମ ଜାତୀୟ ଦଳରେ ସାମିଲ, ବାଦ ପଡ଼ିଲେ ବରୁଣ
- Dahi Bara: ଦହିବରା ଖାଇ ୫୦ରୁ ଊର୍ଦ୍ଧ୍ବ ଅସୁସ୍ଥ
- ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, EPFO ଦରମା ସୀମା ୧୫ ହଜାର ଟଙ୍କାରୁ ୨୫ ହଜାର ଟଙ୍କାକୁ ବୃଦ୍ଧି
- ଜନ୍ମଦିନ ପାଳିବ ସୁଭଦ୍ରା, ଘରେ ଘରେ ଦୀପ ଜାଳିବେ ମହିଳା
- ତୃତୀୟ ଟି୨୦ ପୂର୍ବରୁ ବୈଭବଙ୍କୁ ନେଇ ସଞ୍ଜୁଙ୍କ ବଡ଼ ବୟାନ
- ଏଥର ଆଗୁଆ ମିଳିବ ପାଣିପାଗ ସୂଚନା, ଉଦ୍ଘାଟନ ହେଲା ଡପଲର ୱେଦର ରାଡାର କେନ୍ଦ୍ର
- ଶ୍ମଶାନକୁ ନାହିଁ ରାସ୍ତା;ଶବ ସତ୍କାର ପାଇଁ ଉଛୁଳା ନଦୀ ପାର ହେଉଛନ୍ତି ସମ୍ପର୍କୀୟ

Comments are closed.