ଭୁବନେଶ୍ୱର: ଏଣିକି ରାଜ୍ୟର ସବୁ ବସଷ୍ଟାଣ୍ଡର ହେବ ଉନ୍ନତିକରଣ । ବିମାନ ବନ୍ଦର ଭଳି ପ୍ରମୁଖ ବସଷ୍ଟାଣ୍ଡଗୁଡିକୁ କରାଯିବ ଉନ୍ନତ । ଏଥିସହ ସେଠାରେ ସପିଂ ମଲ୍ ଏବଂ ମଲ୍ଟିପ୍ଲେକ୍ସର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
କ୍ରୁଟ ପକ୍ଷରୁ ଆୟୋଜିତ ହୋଇଥିବା ୨ ଦିନିଆ କର୍ମଶାଳାରେ ମନ୍ତ୍ରୀ ପ୍ରତାପ ଜେନା ଯୋଗ ଦେଇଥିଲେ । ଏହି ସମୟରେ ସେ ଯାତ୍ରୀଙ୍କ ଯାତାୟତକୁ ବ୍ୟବସ୍ଥିତ କରାଯିବା ସହ ସରକାରୀ ବସ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ କିଭଳି ଭଲ ବ୍ୟବହାର ପ୍ରଦର୍ଶନ କରାଯିବ ସେ ନେଇ ଗୁରୁତ୍ୱ ଦେଇଥିଲେ ।
ରାଜଧାନୀରେ ବର୍ତ୍ତମାନ ୨୦୦ଟି ମୋ ବସ୍ ଚାଲୁଛି । ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୧୮୯ଟି ବସ୍ ଏଥିରେ ଯୋଡି ହେବ । ଏପ୍ରିଲ ପ୍ରଥମ ସପ୍ତାହରେ ୫୦ଟି ଇ-ବସ୍ ରାଜଧାନୀରେ ଗଡିବା ନେଇ କ୍ରୁଟ ଏମ୍ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି । ସେହିପରି ଓଏସ୍ଆର୍ଟିସିରେ ଅଧିକ ସଂଖ୍ୟକ ବସ୍ ସାମିଲ୍ କରିବାକୁ ଯୋଜନା କରାଯାଇଥିବା ସେ କହିଛନ୍ତି ।
BREAKING NEWS
- ଆଇପିଏଲ: ଚଳିତ ସିଜନରେ ଚେନ୍ନାଇର ୪ର୍ଥ ପରାଜୟ
- ଟି୨୦: ସ୍ଥିର ପ୍ରଦର୍ଶନରେ ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି ରାହୁଲ
- ଏଥିପାଇଁ ବିଦ୍ୟା ଅନ୍ୟମାନଙ୍କଠାରୁ ଅଲଗା
- ବିରୋଧୀମାନେ ନାରୀଙ୍କ ସ୍ବପ୍ନକୁ ପୂରଣ ହେବାକୁ ଦେଲେନାହିଁ, ଏହାର ପରିଣାମ ନିଶ୍ଚୟ ଭୋଗିବେ: ପ୍ରଧାନମନ୍ତ୍ରୀ
- ହର୍ମୁଜରେ ଭାରତୀୟ ଟ୍ୟାଙ୍କର୍ ଉପରେ ଗୁଳିଚାଳନା; କଡ଼ା କାର୍ଯ୍ୟାନୁଷ୍ଠାନ ନେଲା ଏମଇଏ
- ବଦଳିଲା ରାଜ୍ୟ ଯୋଜନା ବୋର୍ଡ, ମୁଖ୍ୟମନ୍ତ୍ରୀ ରହିବେ ଗଭର୍ଣ୍ଣିଂ କାଉନ୍ସିଲ୍ର ଅଧ୍ୟକ୍ଷ
- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ; ନୂଆପଡ଼ା ଜିଲ୍ଲାରେ ୩ ଦିନ ସ୍କୁଲ ଛୁଟି ଘୋଷଣା
- କିଲର ମିଲରଙ୍କ କମାଲ, ଗୋଟିଏ ବଲ ବାକିଥାଇ ବେଙ୍ଗାଲୁରକୁ ହରାଇଲା ଦିଲ୍ଲୀ
- କ୍ରିକେଟ ପରେ ଫୁଟବଲରେ ମଧ୍ୟ କମାଲ କଲେ ଏହି ଖେଳାଳି
- କିମ୍ସରେ ସୂକ୍ଷ୍ମ ପ୍ରକ୍ରିୟାରେ ଗଣ୍ଠି ପ୍ରତିରୋପଣ ଓ ଶୀଘ୍ର ଆରୋଗ୍ୟ ପାଇଁ ଉନ୍ନତ CORI ରୋବୋଟିକ୍ ବ୍ୟବସ୍ଥା ଆରମ୍ଭ
Comments are closed.