Latest Odisha News

BREAKING NEWS

ଓଡ଼ିଶାରେ ଗଡିବ ଆଉ ୨ଟି ନୂଆ ମେମୁ ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ପାଇଁ ବଢ଼ିଲା ମେମୁ ଟ୍ରେନ୍ ସେବା । ଆଉ ୨ଟି ନୂଅ ମେମୁ ଟ୍ରେନ୍ ରାଜ୍ୟରେ ଗଡିବ । ଏନେଇ ପୂର୍ବତନ ରେଳୱେ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୧୧ରୁ ପୁରୀ-ଅନୁଗୁଳ-ପୁରୀ ରୁଟ୍‌ରେ ନୂଆ ମେମୁ ଟ୍ରେନ୍ ଚାଲିବ । ରାଜ୍ୟର ଦୀର୍ଘତମ ଏହି ମେମୁ ଟ୍ରେନ୍‌ରେ ୧୬ଟି ବଗି ରହିବ । ୧୨ ତାରିଖରୁ କେନ୍ଦୁଝର ପାସେଞ୍ଜର ଟ୍ରେନ୍ ହେବ ମେମୁ ଟ୍ରେନ୍ । ଏନେଇ ପୂର୍ବତଟ ରେଳୱେ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.