Latest Odisha News

BREAKING NEWS

ହସ୍ପିଟାଲରେ ରକ୍ତ ବିକ୍ରି ଅଭିଯୋଗରେ ୭ ଗିରଫ

ଭବାନୀପାଟଣା: କାଳହାଣ୍ଡି ଜିଲ୍ଲାର ଧର୍ମଗଡ ସବ-ଡିଭିଜନାଲ୍ ହସ୍ପିଟାଲରେ ରକ୍ତ ବିକ୍ରି କରୁଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୫ ଜଣ ଦଲାଲ୍ ଏବଂ ଆଉ ୨ ଜଣ ବ୍ଲଡ ବ୍ୟାଙ୍କର ଟେକ୍ନିସିଆନ ରହିଥିବା ନେଇ ଏସପି ବତ୍ତୁଳା ଗଙ୍ଗାଧର ସୂଚନା ଦେଇ କହିଛନ୍ତି ।

ଗତ କିଛିଦିନ ତଳେ ଅବୈଧ ରକ୍ତ ବିକ୍ରି ନେଇ ଅଭିଯୋଗ ହେବାପରେ ଜିଲ୍ଲାପାଳ ଗବଲି ପରାଗ ହର୍ଷଦ ହସ୍ପିଟାଲ୍ ଗସ୍ତରେ ଯାଇଥିଲେ ।

Leave A Reply

Your email address will not be published.