ନୂଆଦିଲ୍ଲୀ: ଦିଲ୍ଲୀର ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ରେ ନାରାବାଜୀ କରିବା ଅଭିଯୋଗରେ ୬ଜଣ ଯୁବକ ଅଟକ । ଦିଲ୍ଲୀ ମେଟ୍ରୋ ଷ୍ଟେସନର ସୁରକ୍ଷା ଦାୟିତ୍ୱରେ ଥିବା ସିଆଇଏସ୍ଏଫ୍ ଶନିବାର ସକାଳେ ୬ଜଣ ଯୁବକ ‘ଗୋଲି ମାରୋ’ ନାରା ଦେଉଥିବା ସମୟରେ ସେମାନଙ୍କୁ ଅଟକ ରଖିଛି।
ଏନେଇ ମେଟ୍ରୋ ଡିସିପି କହିଛନ୍ତି ଯେ, ମଧ୍ୟହ୍ନାରେ ୬ ଜଣ ଯୁବକ ଏକାଠି ହୋଇ ରାଜୀବ ଚୌକ ମେଟ୍ରୋ ଷ୍ଟେସନ୍ରେ ‘ଦେଶ କେ ଗଦ୍ଦାରୋଁ କୋ ଗୋଲି ମାରୋ’ ନାରା ଦେଉଥିଲେ । ଏହି ସମୟରେ ତାଙ୍କୁ ଅଟକ ରଖାଯାଇ ପୋଲିସ ଷ୍ଟେସନରେ ପଚରାଉଚରା କରାଯାଉଛି । ପିଟିଆଇର କହିବାନୁସାରେ, ଏହି ଯୁବକମାନେ ସିଏଏ ସମର୍ଥନରେ ନାରା ଦେଉଥିଲେ ।
BREAKING NEWS
- ନକଲି ନୋଟ ଛାପିବା ରାକେଟର ପର୍ଦ୍ଦାଫାଶ, ଜଣେ ଗିରଫ, ୬.୫ ଲକ୍ଷ ନକଲି ଟଙ୍କା
- ଦ୍ୱିତୀୟ ଥର ବର ସାଜିବେ ହାର୍ଦ୍ଦିକ ପାଣ୍ଡ୍ୟା, ଏହି ଦିନ ବିବାହ…
- ଖଇର କାଠ ଚୋରା ଚାଲାଣ ବେଳେ ବନବିଭାଗର ଅତର୍କିତ ଚଢାଉ, ୧ ଟନରୁ ଅଧିକ ଜବତ
- ଓଡ଼ିଶାରେ ୫ଟି ଗ୍ରୀନ୍ ଏନର୍ଜି ସ୍କିଲ ସେଣ୍ଟର ପ୍ରତିଷ୍ଠା କଲା ଟାଟା
- ବେରୋଜଗାର ଯୁବକଙ୍କୁ ‘ଅସରାପ’ ସହ ତୁଳନା କଲେ ସିଜେଆଇ ସୂର୍ଯ୍ୟକାନ୍ତ, ତେଜିଲା ବିବାଦ
- ପୋଲିସକୁ ବଡ଼ ସଫଳତା: ହତ୍ୟା ଅଭିଯୋଗରେ ଲାଲୁ ଯାଦବ ଗିରଫ
- ଆଣ୍ଡାମାନ ଛୁଇଁବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ: ଏଣେ ଓଡ଼ିଶାରେ କାଳବୈଶାଖୀର ତାଣ୍ଡବ, ସତର୍କ କଲା ପାଣିପାଗ କେନ୍ଦ୍ର
- ତେଲ ଦର ବୃଦ୍ଦିରେ ଅସ୍ତବ୍ୟସ୍ତ ଅନ୍ ଲାଇନ୍ ଡେଲିଭରୀ କର୍ମଚାରୀ: ଦେଶବ୍ୟାପୀ ହରତାଳ, ପାରିଶ୍ରମିକ ବୃଦ୍ଧି ଦାବି
- Attack Mining Officer:ମୋରମ ମାଫିଆଙ୍କ ଆତଙ୍କରାଜ; ଖଣି ଅଧିକାରୀଙ୍କୁ କଲେ ସଂଘବନ୍ଧ ଆକ୍ରମଣ, ଭାଙ୍ଗିଲେ ଗାଡ଼ିର କାଚ
- ସାବିତ୍ରୀ ବ୍ରତ ଦିନ ଅମାନବୀୟ କାଣ୍ଡ: ସ୍ତ୍ରୀକୁ ହତ୍ୟା କରି ରକ୍ତମୁଖା ସାଜିଲା ସ୍ୱାମୀ
Comments are closed.