ଭୁବନେଶ୍ୱର: ୟେସ୍ ବ୍ୟାଙ୍କରେ ଶ୍ରୀମନ୍ଦିରର ଟଙ୍କା ଜମା ରହିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର । ସେ କହିଛନ୍ତି ଯେ, ସରକାର ସ୍ପଷ୍ଟିକରଣ ଦେଉନାହାନ୍ତି କାହିଁକି । ସବୁ ସରକାରଙ୍କ ଜାଣତରେ ହୋଇଛି ।
୨୦୧୫ରେ ଏଜି ଜଣାଇଥିଲେ ଜଗନ୍ନାଥଙ୍କ ପାଣ୍ଠିରେ ଅନେକ ଅନିୟମିତତା ହୋଇଛି । ତେତେ ସବୁ ଜାଣି ମଧ୍ୟ ସରକାର ୫ ବର୍ଷ ଧରି କାହିଁକି ଚୁପ୍ ବସିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ପରିଚାଳନା କମିଟି ର ଜଣେ ସଦସ୍ୟ ଓ ଦୁଇ ଜଣ ସରକାରୀ କର୍ମଚାରୀ ଏ କାମ କରିଛନ୍ତି। ଯଦି ସମାନ ଅଭିଯୋଗରେ ଉଦ୍ୟାନ କୃଷି ନିର୍ଦେଶକ ଗିରଫ ହେବେ ତେବେ ଏମାନେ କାହିଁକି ହେବେନି ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ ସତ୍ତ୍ୱେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ଦିଆଗଲାନି । ନିଜ ସ୍ବାର୍ଥ ପାଇଁ ସମସ୍ତ କାମ ବେଆଇନ ଭାବେ କରିଛନ୍ତି। ସରକାର ମୁଁହ ଖୋଲିବା ଦରକାର । ଇଡି ସିଜ କଲେ ବହୁ ବିସ୍ପୋରକ ତଥ୍ୟ ପଦାକୁ ଆସିବ। ଅର୍ଥ ମନ୍ତ୍ରୀଙ୍କୁ ଚିଠି ନ ଲେଖି ଇଡିଙ୍କୁ ଚିଠି ଲେଖନ୍ତୁ ବୋଲି ବିଜୟ ମହାପାତ୍ର କହିଛନ୍ତି ।
BREAKING NEWS
- କଠୁଆରେ ବଡ଼ ଏନକାଉଣ୍ଟର; ୩ ଯବାନ ସହିଦ, ୨ ଆତଙ୍କବାଦୀ ନିପାତ
- ସନସ୍କ୍ରିନକୁ ନେଇ ଆମ ମନରେ ଥିବା ଭୁଲ ଧାରଣା..
- ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ: ଦୁଇ ରାଉଣ୍ଡ ଫୁଟିଲା ଗୁଳି, ଦୁଇ ଅଟକ
- ଆଉ ୮ ସହରରେ ଗଡ଼ିବ ‘ଆମ ବସ୍’, ନିଷ୍ପତ୍ତି ନେଲା କ୍ରୁଟ୍
- ଗୋଲାପ ଜଳ ବ୍ୟବହାରର ସଠିକ୍ ଉପାୟ ..
- ମର୍ଣ୍ଣିଂ ୱାକ୍ କରିବା ହେଲା କାଳ, ସଡ଼କ ଦୁର୍ଘଟଣାରେ ଯୁବକ ମୃତ
- ନିଆଁର ବର୍ଷା: ୩ ଦିନ ପାଇଁ ହିଟ ୱେଭ ୱାର୍ଣ୍ଣିଂ, ୪୦ ଡିଗ୍ରୀ ଡେଇଁଲା ୮ ସହରର ପାରଦ
- ଆସୁଛି ଚୈତ୍ର ନବରାତ୍ରୀ; ସର୍ତକ ରୁହନ୍ତୁ ଏହି ରାଶିମାନେ..
- ଏପ୍ରିଲରେ ଏହି ରାଶିର ଲୋକଙ୍କ ପାଇଁ ଭାଗ୍ୟ ଫିଟିବ
- ବଜାରକୁ ଆସିଲା ରୟାଲ୍ ଏନଫିଲ୍ଡର Classic 650 ବାଇକ୍, ଜାଣନ୍ତୁ ଏହାର ପ୍ରାଇସ
Comments are closed.