ଭୁବନେଶ୍ୱର: ହୋଲିରେ ସାବାଡ ହେବେ ମଦୁଆ ଡ୍ରାଇଭର । ରାଜଧାନୀ ଭୁବନେଶ୍ୱରକୁ ଜଗିବେ ୧୬ ପ୍ଲାଟୁନ ପୋଲିସ ଫୋର୍ସ । ୨୮ଟି ଜାଗାରେ ହେବ ନାକାବନ୍ଦୀ । ଏନେଇ ଡିସିପି ଅନୁପ ସାହୁ ଆଜି ସୂଚନା ଦେଇଛନ୍ତି ।
ରାଜ୍ୟରେ ନିରାପଦ ଭାବେ ହୋଲି ପାଳନ ପାଇଁ କମିଶନରେଟ୍ ପୋଳିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ହୋଲି ଖେଲିବା ବେଳେ ସତର୍କତ ଅବଲମ୍ବନ ପାଇଁ ଭୁବନେଶ୍ୱର ଡିସିପି ଅନୁପ ସାହୁ ପରାମର୍ଶ ଜାରି କରିଛନ୍ତି । ଏହା ବ୍ୟତୀତ ଆଇନ ଓ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ୧୭ଟି ପିସିଆର୍ ଭ୍ୟାନ୍ ପାଟ୍ରୋଲିଂ କରିବେ । ୨୮ଟି ସ୍ଥାନରେ ଜୋର୍ଦାର ଚେକିଂ ହେବ । ଦ୍ରୁତ ଗାଡି ଚାଳନା ଓ ମଦ୍ୟପ ଚାଳକଙ୍କ ଉପରେ ପୋଲିସର କଡା ନଜର ରହିବ ବୋଲି ଡିସିପି କହିଛନ୍ତି ।
BREAKING NEWS
- RBI କେନ୍ଦ୍ରୀୟ ବୋର୍ଡରେ ନିଯୁକ୍ତ ହେଲେ ପୂର୍ବତନ ISRO ମୁଖ୍ୟ ଏସ.ସୋମନାଥ
- Rakhi Purnima: କେବେ ବାନ୍ଧିବେ ଭାଇ ହାତରେ ରାକ୍ଷୀ? ଦୂର ହେଲା ସବୁ ଦ୍ବନ୍ଦ୍ବ…୨୮ରେ ଶ୍ରୀମନ୍ଦିରରେ ରାକ୍ଷୀ ଲାଗି
- Ship Hijacked: ଥିଲେ ୬ ଭାରତୀୟ କ୍ରୁ ସଦସ୍ୟ…ସୋମାଲିଆ ଉପକୂଳରେ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଜାହାଜ ଅପହରଣ
- Rupee Export: ଡଲାର-ୟୁରୋ ଭଳି ଏବେ ଟଙ୍କାରେ ମିଳିବ ରପ୍ତାନି ସୁବିଧା! ବଡ଼ ନିଷ୍ପତ୍ତି ନେଲେ ସରକାର…
- ଖାଉଟିଙ୍କୁ ମହଙ୍ଗା ମାଡ: ହୁ ହୁ ହୋଇ ବଢିଚାଲିଛି ଚିନି ଦର, କେନ୍ଦ୍ର କହୁଛି ବଢ଼ିବନି ଚିନି ମୂଲ୍ୟ!
- ମେଡିକାଲ ଚେକଅପ୍ର ୬ ଘଣ୍ଟା ମଧ୍ୟରେ ପୁଣି ଜେଲ୍ ଫେରିଲେ ଇମ୍ରାନ ଖାନ
- ଜନ୍ତରମନ୍ତର ଛାତ୍ର ପ୍ରତିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ପଦକ୍ଷେପ, ପୋଲିସ ବଳପ୍ରୟୋଗର ତଦନ୍ତ କରିବ ୫ ଜଣିଆ କମିଟି
- ବନ୍ୟା ପ୍ରଭାବିତ ଏହି ଜିଲ୍ଲାର ୩୧୩ଟି ସ୍କୁଲ୍ ବନ୍ଦ ଘୋଷଣା
- ଅପମିଶ୍ରିତ ପନିରକୁ ନେଇ ପୁଣି ବଡ଼ ରେଡ, ଟ୍ୱିନ ସିଟି ପରେ ଏବେ ବ୍ରହ୍ମପୁରରେ ଖାଦ୍ୟ ସୁରକ୍ଷା ବିଭାଗର ଟିମ
- ଆସୁଛି ଆଉ ଏକ ଲଘୁଚାପ: ପୁଣି ଝଡ଼ବର୍ଷା ଚେତାବନୀ, ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି

Comments are closed.