ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡିଶାର ୫ଟି ଜିଲ୍ଲା ସମେତ କେତେକ ସହରରେ ସରକାରଙ୍କ ପକ୍ଷରୁ ଲକ୍ ଡାଉନ ଘୋଷଣା ହୋଇଛି । କିନ୍ତୁ ଅଧିକାଂଶ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ନଜରକୁ ଆସୁଥିବାରୁ କଟକ ଭୁବନେଶ୍ୱର କମିଶନରେଟ ପୋଲିସ ପକ୍ଷରୁ କେତେକ ନିୟମ କରାଯାଇଛି । ଯାହାର ଗାଡି ନେଇ ଘର ବାହାରକୁ ଯିବାର ଜରୁରୀ ଆବଶ୍ୟକତା ରହିଛି ସେ ପୋଲିସ ନିକଟରୁ ପାସ୍ ଆଣିବେ । ପୋଲିସ ନିକଟରେ ଏଣ୍ଟ୍ରି ପଏଣ୍ଟ ଓ ଏଣ୍ଡ ପଏଣ୍ଟ ନେଇ ସବିଶେଷ ସୂଚନା ଦେଇ ପାସ୍ ଆଣିପାରିବେ । ଜରୁରୀ କାଳିନ ପରିସ୍ଥିତିରେ ବାହାରକୁ ଯାଉଥିଲେ କର୍ଫ୍ୟୁ ପାସ୍ ମିଳିବ । ୧୦୦କୁ ଫୋନ କଲେ ମୋବାଇଲ ଦ୍ୱାରା ମଧ୍ୟ ପାସ୍ ମିଳିପାରିବ । ବସଷ୍ଟାଣ୍ଡ, ଷ୍ଟେସନ ଓ ଏୟାରପୋର୍ଟ ଯାଉଥିଲେ ଟିକେଟ ଦେଖାଇ ଯାଇପାରିବେ । ଯେଉଁମାନଙ୍କର ଅଫିସ ଖୋଲା ଅଛି ସେମାନେ ଅଫିସର ପରିଚୟପତ୍ର ଦେଖାଇଯାଇପାରିବେ ।
BREAKING NEWS
- ଆସନ୍ତାକାଲିଠୁ ତାତିରେ ବ୍ରେକ୍, ୧୦ ଯାଏ ପ୍ରବଳ ବର୍ଷା
- ଗାଡ଼ି ଯାଞ୍ଚ ସମୟରେ ସାଢ଼େ ସାତ ଲକ୍ଷ ଟଙ୍କା ଜବତ, ଜଣେ ଅଟକ
- ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନଙ୍କ ବଦଳି ପାଇଁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ
- ୭୫୦୦୦ ବର୍ଷ ତଳର ମହିଳାଙ୍କ କୃତ୍ରିମ ଚେହେରା ପ୍ରସ୍ତୁତ କଲେ ଗବେଷକ
- ସୁନ୍ଦରଗଡ ଓ କନ୍ଧମାଳରେ ପ୍ରାର୍ଥୀ ପତ୍ର ଦାଖଲ କଲେ ହେଭିୱେଟ ନେତା
- ଆସନ୍ତା ୧୧ ମେ’ ରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ
- ରେଲୱେ ଷ୍ଟେସନ ପାଖରୁ ୧୫ କେଜି ଗଞ୍ଜେଇ ଜବତ, ୨ ଗିରଫ
- ମିଶ୍ରଣ ପର୍ବ: ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ ନେତା ଓ କର୍ମୀ
- ବିଶ୍ୱକପ ଦଳରେ ସ୍ଥାନ ନ ପାଇ ଏମାନଙ୍କ ମନ ବି ଭାଙ୍ଗିଥିଲା
- କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ବ୍ଲାଷ୍ଟ