ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ସାରା ରାଜ୍ୟକୁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏହି ସମୟରେ ସମସ୍ତେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ ଏହି ନିୟମ ସ୍ୱାସ୍ଥକର୍ମୀଙ୍କ ଉପରେ ଲାଗୁ କରାଯିବ ନାହିଁ । ସେମାନେ ସ୍ୱଚ୍ଛନ୍ଦରେ ଚଳପ୍ରଚଳ କରିପାରିବେ । ଏନେଇ ସବୁ ଜିଲ୍ଲାର ପୋଲିସ ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ଡିଜିପି ।
ଲକ୍ ଡାଉନ ବେଳେ ଡାକ୍ତର ଓ ନର୍ସଙ୍କ ଉପରେ କୌଣସି କଟକଣା ରହିବ ନାହିଁ । ସେମାନେ ମୁକ୍ତ ଭାବେ ଚଲାବୁଲା କରିପାରିବେ ।
BREAKING NEWS
- ଛାତ୍ରମାନେ ରାଜନୈତିକ ଅସ୍ତ୍ର ନୁହଁନ୍ତି; CJP ପ୍ରତିବାଦ ମଧ୍ୟରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ
- ପ୍ଲାଷ୍ଟିକ ଖାଉଛି ଫଙ୍ଗସ
- ସିକିମରେ ଟନେଲ ଭୁଶୁଡିବା ଘଟଣା; ୨୦ ମୃତଦେହ ଉଦ୍ଧାର
- ‘ଇନଭେଷ୍ଟମେଣ୍ଟ ଫ୍ରେଣ୍ଡଲିନେସ୍ ଇଣ୍ଡେକ୍ସ ୨୦୨୬’ ରିପୋର୍ଟ:ଦେଶର ଶୀର୍ଷ ୫ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନିତ
- Dharmendra Pradhan’s resignation:ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
- ବିନା ପଇସାରେ ଘୁଞ୍ଚୁନଥିଲା ଫାଇଲ୍: ଶେଷରେ ୪ ହଜାର ଲାଞ୍ଚ ନେଉନେଉ ମାଡ଼ିବସିଲା ଭିଜିଲାନ୍ସ
- ଖୋଲିଗଲା ଭୁବନେଶ୍ୱର ଡ୍ରେନେଜ୍ ବ୍ୟବସ୍ଥାର ପୋଲ୍: ବର୍ଷା ପାଣିରେ ଲହଡ଼ି ମାରୁଛି ରାସ୍ତା, ଘରେ ପଶିଲା ନର୍ଦ୍ଦମା ପାଣି!
- Heavy rainfall:୪୮ ଘଣ୍ଟାରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି
- ୨୦ ଲକ୍ଷ ନାଁ ଗାଏବ, ଆଉ ୫୮ ଲକ୍ଷ ଭୋଟରଙ୍କୁ ନୋଟିସ: ଭୋଟର ତାଲିକା ସଂଶୋଧନ ନାଁରେ କଣ ଚାଲିଛି ଓଡ଼ିଶାରେ?
- ଗାଡ଼ିଆରେ ପଡି ଦୁଇ ଶିଶୁ ମୃତ୍ୟୁ
Comments are closed.