ନୟାଗଡ଼: ସଙ୍ଗରୋଧ କେନ୍ଦ୍ରରୁ ବାହାରିବା ପରେ ପଜିଟିଭ ଆସିଲା ରିପୋର୍ଟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁରେ । ଏହି ଗାଁର ଜଣେ ବ୍ୟକ୍ତି ବାହାର ରାଜ୍ୟରେ ରହୁଥିବା ବେଳେ ନିକଟରେ ନିଜ ଗାଁକୁ ଫେରିଥିଲେ।
ସରକାରୀ ନିୟମ ଅନୁଯାୟୀ ସେ ୧୪ ଦିନ କ୍ୱାରେଣ୍ଟାଇନରେ ରହିଥିଲେ । ତେବେ ତାଙ୍କ ଦେହରେ କୌଣସି ଲକ୍ଷଣ ନଥିବା ଯୋଗୁଁ କ୍ୱାରେଣ୍ଟାଇନ ଅବଧି ଶେଷ ହେବା ପରେ ସେ ଫେରିଥିଲେ ଘରକୁ । ଘର ତଥା ସାହି ଲୋକଙ୍କ ସହ ସ୍ଵାଭାବିକ ଭାବେ ମିଳାମିଶା ମଧ୍ୟ କରିଥିଲେ । ଘରକୁ ଫେରିବା ପରେ ଜାଣିବାକୁ ମି ଳିଲା ଯେ ପରୀକ୍ଷା ପାଇଁ ଯାଇଥିବା ତାଙ୍କ ନମୂନା ପଜିଟିଭ ଆସିଛି ।
ଏହାପରେ ସମ୍ପୃକ୍ତ ଅଞ୍ଚଳରେ ସୃଷ୍ଟି ହୋଇଛି ଭୟର ବାତାବରଣ ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଦଶପଲ୍ଲା ବ୍ଲକ ମଧ୍ୟଖଣ୍ଡ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ସୂଚନା ମିଳିଛି ।
BREAKING NEWS
- Launch Odisha Janata Congress:’ଓଡିଶା ଜନତା କଂଗ୍ରେସ’ ଦଳ ଲୋକାର୍ପିତ କଲେ ମୋକିମ; କହିଲେ-ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ଲଢିବ
- Fake Currency: ସ୍କର୍ପିଓରୁ ୮ଲକ୍ଷର ନକଲି ନୋଟ ଜବତ;ଦୁଇ ଗିରଫ
- ରେଳଷ୍ଟେସନରୁ ଉଦ୍ଧାର ହେଲେ ୫୯ ନାବାଳକ…ଜଗତସିଂହପୁର ମଦ୍ରାସାକୁ ନିଆ ଯାଉଥିଲା
- Delimitation bill: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
- ସ୍କୁଲ୍ ପାଚେରୀ ଭୁଶୁଡ଼ି ୨ ଛାତ୍ରୀ ମୃତ;ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ
- ଡାକ୍ତରଖାନା ପାଲଟି ଗଲାଣି କି ନ୍ୟାଶନାଲ କ୍ରିକେଟ ଏକାଡେମୀ !
- CBSE Result: CBSE ଦଶମ ରେଜଲ୍ଟ ପ୍ରକାଶ;ମୋଟ ପାସ୍ ହାର ୯୩.୭୦ %
- କଂଗ୍ରେସ ନେତା ପବନ ଖେରାଙ୍କୁ ଝଟକା; ଟ୍ରାଞ୍ଜିଟ୍ ଜାମିନକୁ ସ୍ଥଗିତ କଲେ ସୁପ୍ରିମକୋର୍ଟ
- ନାଡା ଟେଷ୍ଟିଂ ପୁଲରେ ସାମିଲ ହେଲେ ଅକ୍ଷର, ଅଭିଷେକ
- ଭୟଙ୍କର ବିସ୍ଫୋରଣରେ ୪ ମୃତ, ୧୮ ଆହତ
Comments are closed.