Latest Odisha News

BREAKING NEWS

ସମାଲୋଚନା ପରେ ନିଜ ଟ୍ବିଟକୁ ନେଇ ସଫେଇ ଦେଲେ ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶାକୁ ‘ପାକିସ୍ତାନ’ ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା ପରେ ସେ ନିଜ ଟ୍ବିଟକୁ ନେଇ ସଫେଇ ଦେଇଛନ୍ତି।

ଏନେଇ ସେ ଏକ ଟ୍ବିଟ କରିଛନ୍ତି।

 

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଏବଂ ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କରି ଥିଲେ ବିଜେପି ନେତା ବୈଜୟନ୍ତ ପଣ୍ଡା । ଏପରିକି ପାକିସ୍ତାନ ଭଳି ଏହି ଦୁଇ ରାଜ୍ୟରେ ସାମ୍ବାଦିକମାନଙ୍କୁ ଉଠାଇ ନିଆଯାଉଛି ଏବଂ ଆଇନ ବ୍ୟବସ୍ଥାକୁ ପାଳନ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ।

ଅଧିକ ପଢନ୍ତୁ- ଓଡ଼ିଶାକୁ ପାକିସ୍ତାନ ସହ ତୁଳନା କଲେ ବୈଜୟନ୍ତ, ବିଜେଡିର କାଉଣ୍ଟର

ବୈଜୟନ୍ତଙ୍କ ଏଭଳି ଟ୍ୱିଟ୍ ପରେ ୟୁଜର୍ସ ମାନେ ତାଙ୍କୁ ସମାଲୋଚନା କରିବା ସହ ବିଜେଡି ନେତା ମଧ୍ୟ ତାଙ୍କୁ କାଉଣ୍ଟର କରିଥିଲେ ।

ଅଧିକ ପଢନ୍ତୁ- ବୈଜୟନ୍ତ ଓଡ଼ିଶାର ‘କୃତଘ୍ନ କୁପୁତ୍ର’: ଅନୁଭବ ମହାନ୍ତି

Leave A Reply

Your email address will not be published.