Latest Odisha News

BREAKING NEWS

ଥାଲାପତି ବିଜୟଙ୍କ ଆଖିଖୋସା ସମ୍ପତ୍ତି: କେବଳ ବ୍ୟାଙ୍କ ଖାତା ଓ ଏଫଡିରେ ପଡ଼ିଛି ୩୨୦ କୋଟିରୁ ଅଧିକ ଟଙ୍କା!

ଚେନ୍ନାଇ: ଦକ୍ଷିଣ ଭାରତୀୟ ସିନେମାର ବାଦଶାହ ତଥା ନବଗଠିତ 'ତାମିଝାଗା ଭେଟ୍ରି କାଝାଗମ୍' (TVK) ଦଳର ସୁପ୍ରିମୋ ଥାଲାପତି ବିଜୟ ଏବେ ରାଜନୀତିର ପଡ଼ିଆରେ ନିଜର ଦବଦବା ଦେଖାଇବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ତାମିଲନାଡୁ ବିଧାନସଭା ନିର୍ବାଚନ ୨୦୨୬ ଲାଗି ସେ ନିଜର ପ୍ରାର୍ଥୀପତ୍ର ଦାଖଲ…

ବ୍ରହ୍ମପୁର ବ୍ୟବସାୟୀ ହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ: : ଛାଡ଼ିବା ପାଇଁ ଆସିଥିଲା ଫୋନ୍, କାନ୍ଦି କାନ୍ଦି ଅପହରଣର…

ବ୍ରହ୍ମପୁର: ବ୍ରହ୍ମପୁର ସହରକୁ ଦୋହଲାଇ ଦେଇଥିବା ଚର୍ଚ୍ଚିତ ବ୍ୟବସାୟୀ ହତ୍ୟାକାଣ୍ଡରେ ଏବେ ଏକ ନୂଆ ତଥା ଲୋମଟାଙ୍କୁରା ତଥ୍ୟ ସାମ୍ନାକୁ ଆସିଛି। ଏହା କେବଳ କୌଣସି ପୂର୍ବ ଶତ୍ରୁତା ନୁହେଁ, ବରଂ ଏକ ସୁଚିନ୍ତିତ ଅପହରଣ ଓ ଛାଡ଼ିବା ପାଇଁ ହୋଇଥିବା ବର୍ବର ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହେବାରେ…

ଦକ୍ଷିଣ ଉପକୂଳ ରେଳବାଇ ଯୋଗୁଁ ଓଡ଼ିଶାର କୌଣସି କ୍ଷତି ହେବ ନାହିଁ: ବିଭ୍ରାନ୍ତିକର ଖବର ଉପରେ ପୂର୍ବତଟ ରେଳବାଇର…

ଭୁବନେଶ୍ୱର: ଦକ୍ଷିଣ ଉପକୂଳ ରେଳବାଇ (South Coast Railway) ଜୋନ୍ ଗଠନ ଏବଂ ଏହାର ପୁନର୍ଗଠନକୁ ନେଇ ଓଡ଼ିଶାରେ ଲାଗି ରହିଥିବା ଆଶଙ୍କା ଏବଂ ଚର୍ଚ୍ଚା ଉପରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ନୂଆ ରେଳ ଜୋନ୍ ଗଠନ ଯୋଗୁଁ ଓଡ଼ିଶାର କୌଣସି ପ୍ରକାର କ୍ଷତି ହେବ ନାହିଁ କିମ୍ବା ରାଜ୍ୟ କୌଣସି…

ମାସିକ ଦରମା ମାତ୍ର ୨୫୦୦… ବାସନ ମାଜୁଥିବା କଳିତା ଏବେ ବସିବେ ବିଧାନସଭାରେ: ବେଙ୍ଗଲରେ ଗରିବ ଝିଅର ଐତିହାସିକ…

କୋଲକାତା: ରାଜନୀତି କହିଲେ ଆମ ଆଖି ଆଗକୁ ଆସେ ବିଳାସପୂର୍ଣ୍ଣ ଏସି ଗାଡ଼ି, କୋଟି କୋଟି ଟଙ୍କାର ସମ୍ପତ୍ତି ଏବଂ ବାହୁବଳୀ ନେତାଙ୍କ ଭିଡ଼। କିନ୍ତୁ ଭାରତୀୟ ଗଣତନ୍ତ୍ରର ସୌନ୍ଦର୍ଯ୍ୟ ଏଇଠି ଯେ, ଏହା ବେଳେବେଳେ ଏମିତି ଏକ ଚମତ୍କାର କରିଦିଏ, ଯାହା ସବୁ ଅହଂକାରକୁ ଧୂଳିସାତ୍ କରିଦିଏ। ୨୦୨୬…

ଦିଦିଙ୍କୁ ମାତ୍ ଦେଇଥିବା ବିଜେପିର ବାହୁବଳୀ… ଜାଣନ୍ତୁ ଶୁଭେନ୍ଦୁ ଅଧିକାରୀଙ୍କ ପରିବାର, ସମ୍ପତ୍ତି ଓ ସଫଳତାର…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ପରେ ସାରା ଦେଶରେ ଯଦି କୌଣସି ଗୋଟିଏ ନାମ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି, ସେ ହେଉଛିନ୍ତିୃ 'ଶୁଭେନ୍ଦୁ ଅଧିକାରୀ'। ରାଜନୀତିରେ କୁହାଯାଏ ଯେ, ନିଜ ଲୋକ ହିଁ ଦୁର୍ବଳତା ସବୁଠୁ ଭଲ ଭାବେ ଜାଣିଥାନ୍ତି। ଦିନେ ମମତା ବାନାର୍ଜୀଙ୍କୁ…

ତାମିଲନାଡୁରେ ଝୁଲା ସରକାର: ମ୍ୟାଜିକ୍ ନମ୍ବରରୁ ସାମାନ୍ୟ ଦୂରରେ ବିଜୟ, ମୁଖ୍ୟମନ୍ତ୍ରୀ ଚେୟାର୍ ପାଇଁ କିଏ ଦେବ…

ଚେନ୍ନାଇ: ଦଶନ୍ଧି ଦଶନ୍ଧି ଧରି ତାମିଲନାଡୁର ଭୋଟରମାନେ ଗୋଟିଏ ଦଳ ବା ମେଣ୍ଟକୁ ସ୍ପଷ୍ଟ ଜନାଦେଶ ଦେଇଆସିଛନ୍ତି, ଯେଉଁଠି ମୁଖ୍ୟତଃ ଡିଏମକେ ଏବଂ ଏଆଇଏଡିଏମକେ ଭଳି ଦୁଇ ଦ୍ରାବିଡ଼ ଦଳ ମଧ୍ୟରେ କ୍ଷମତା ହସ୍ତାନ୍ତର ହୋଇଆସୁଥିଲା। କିନ୍ତୁ ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିରେ…

ବେଙ୍ଗଲରେ ଶୁଭେନ୍ଦୁ ଓ ଦିଲୀପଙ୍କ ସହ ରେସରେ ଏହି ‘ଫାୟାରବ୍ରାଣ୍ଡ’ ମହିଳା: ମମତାଙ୍କୁ ମାତ୍ ଦେବା ପରେ…

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ରେ ତୃଣମୂଳ କଂଗ୍ରେସର ୧୫ ବର୍ଷର ଶାସନର ଅନ୍ତ ଘଟାଇ ଭାରତୀୟ ଜନତା ପାର୍ଟି ଏକ ବିଶାଳ ବିଜୟ ହାସଲ କରିଛି। ମମତା ବାନାର୍ଜୀଙ୍କ ଅଭେଦ୍ୟ ଗଡ଼ରେ ବିଜେପିର ଏହି ଐତିହାସିକ ପ୍ରଦର୍ଶନ ପରେ ସାରା ରାଜ୍ୟରେ ଏବେ ଗୋଟିଏ ହିଁ ପ୍ରଶ୍ନ ଘୂରି ବୁଲୁଛି…

ଯେଉଁଠି ଦିଦି ଥିଲେ ଅପରାଜେୟ, ସେଠି କିଏ ଲେଖିଲା ପରାଜୟର ସ୍କ୍ରିପ୍ଟ? ଭବାନୀପୁର ପରଜାୟ ପଛର ବଡ଼ ରହସ୍ୟ

କୋଲକାତା: ରାଜନୀତିର ଏକ ନିଷ୍ଠୁର ସତ୍ୟ ହେଉଛି, ଗଣତନ୍ତ୍ରରେ କେହି ବି ଅପରାଜେୟ ନୁହଁନ୍ତି ଏବଂ କୌଣସି ବି ଗଡ଼ ଅଭେଦ୍ୟ ନୁହେଁ। ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ୍ୟ ପ୍ରମାଣିତ କରିଛି। ତୃଣମୂଳ କଂଗ୍ରେସର ବିପର୍ଯ୍ୟୟ ଏବଂ ବିଜେପିର କ୍ଷମତା…

ରଜନୀକାନ୍ତ ଓ କମଲ ହାସନ ଯାହା କରିପାରିଲେ ନାହିଁ, ଥାଲାପତି ବିଜୟ କେମିତି କଲେ ସେହି ଚମତ୍କାର?

ଚେନ୍ନାଇ: ତାମିଲନାଡୁ ରାଜନୀତିରେ ଗତ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଆସୁଥିବା ଦ୍ରାବିଡ଼ ଶାସନର ଏକଚାଟିଆ ଆଧିପତ୍ୟ ଶେଷରେ ଭାଙ୍ଗିଯାଇଛି। ସିଲଭର ସ୍କ୍ରିନ୍‌ରେ ଆକ୍ସନ୍ ହିରୋ ଭାବେ ନିଜର ଦବଦବା ଦେଖାଇବା ପରେ ଏବେ ରାଜନୀତିର ମୈଦାନରେ ଏକ 'ମେଗା ବ୍ଲକବଷ୍ଟର' ଏଣ୍ଟ୍ରି ମାରିଛନ୍ତି…

ଭାରତରୁ ଲିଭିଲା ‘ଗେରୁଆ ବାନା’ର ଶେଷ ଚିହ୍ନ: ୫ ଦଶନ୍ଧି ପରେ କିପରି ଖସିଲା ବାମପନ୍ଥୀଙ୍କ ଶେଷ ଦୁର୍ଗ?

ନୂଆଦିଲ୍ଲୀ/ଥିରୁଭାନନ୍ତପୁରମ୍: ଭାରତୀୟ ରାଜନୀତିର କ୍ୟାନଭାସ୍‌ରୁ ଶେଷରେ ଲିଭିଯାଇଛି ଲାଲ୍ ରଙ୍ଗ। ଯେଉଁ ବାମପନ୍ଥୀ ବିଚାରଧାରା ଦିନେ ଦେଶର ଏକାଧିକ ରାଜ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିଥିଲା ଏବଂ କେନ୍ଦ୍ରରେ 'କିଙ୍ଗମେକର୍' ଭୂମିକା ତୁଲାଉଥିଲା, ତାହା ଆଜି ନିଜର ଶେଷ ଗଡ଼ ମଧ୍ୟ ହରାଇ…