Latest Odisha News

BREAKING NEWS

ବିଜୟର ଉତ୍ସବ ନା ହିଂସାର ତାଣ୍ଡବ? ନିର୍ବାଚନ ଫଳାଫଳ ପରେ ଜଳୁଛି ବେଙ୍ଗଲ, ଆକ୍ରମଣର ଶିକାର ହେଲେ ଟିଏମସି କର୍ମୀ

କୋଲକାତା: ପଶ୍ଚିମବଙ୍ଗ ଏବଂ ରାଜନୈତିକ ହିଂସା- ଏ ଦୁଇଟି ଶବ୍ଦ ଯେମିତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପାଲଟି ଯାଇଛି। ୨୦୨୬ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ମାତ୍ରେ ହିଁ ରାଜ୍ୟରେ ପୁଣିଥରେ ନିର୍ବାଚନୋତ୍ତର ହିଂସାର (Post-Poll Violence) କଳା ବାଦଲ ଘୋଟି ଆସିଛି। ତେବେ ଏଥର…

ଦିଦିଙ୍କ ଅଭେଦ୍ୟ ଗଡ଼ରେ କେମିତି ଫୁଟିଲା ପଦ୍ମ? ଅମିତ ଶାହ ଏବଂ ସେହି ୫ ଜଣ ମାଷ୍ଟରମାଇଣ୍ଡ, ଯିଏ ରଚିଲେ ବେଙ୍ଗଲର ନୂଆ…

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଆସିଛି ଏକ ବଡ଼ ଧରଣର ଭୂକମ୍ପ। ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ ଏକଛତ୍ରବାଦ ଶାସନ କରିଆସୁଥିବା ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଅଭେଦ୍ୟ ଦୁର୍ଗ ଶେଷରେ ଧରାଶାୟୀ ହୋଇଛି। ଆଉ ଏହି ଧ୍ୱଂସସ୍ତୂପ ଉପରେ ଉଡ଼ିଛି ବିଜେପିର ଗେରୁଆ ବାନା।…

ତାତିରୁ ମିଳିବ ଆଶ୍ୱସ୍ତି, ଦେଶବ୍ୟାପୀ ବର୍ଷା ଓ କୁଆପଥର ମାଡ଼ ନେଇ IMDର ଆଲର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ଏପ୍ରିଲ୍ ମାସର ପ୍ରଚଣ୍ଡ ଖରା ଏବଂ ଲଗାତାର ଝାଞ୍ଜି ପବନରୁ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଥିବା ବେଳେ ଏବେ କାଳବୈଶାଖୀର ଭୟ ଘାରିଛି। ଭାରତୀୟ ପାଣିପାଗ ବିଭାଗ (IMD) ର ତାଜା ପୂର୍ବାନୁମାନ ଅନୁଯାୟୀ, ମେ' ମାସ ଆରମ୍ଭରୁ ଦେଶର ପାଣିପାଗ…

ଭୋଟ୍ ଗଣତି ପୂର୍ବରୁ ସଟ୍ଟା ବଜାର ଗରମ: ପଶ୍ଚିମବଙ୍ଗରେ ବିଜେପିର ପଲା ଭାରି, ଲାଗିଲାଣି କୋଟି କୋଟି ଟଙ୍କାର ବାଜି

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ୨୦୨୬ର ଚୂଡ଼ାନ୍ତ ଫଳାଫଳ ଆସିବାକୁ ଆଉ ମାତ୍ର କିଛି ସମୟ ବାକି ଅଛି। ଇଭିଏମ୍ ଭିତରେ ବନ୍ଦ ରହିଛି ବଡ଼ ବଡ଼ ହେଭିୱେଟ୍ ପ୍ରାର୍ଥୀଙ୍କ ଭାଗ୍ୟ। କିନ୍ତୁ ଭୋଟ୍ ଗଣତି ପୂର୍ବରୁ ରାଜ୍ୟର ରାଜନୈତିକ ପାଣିପାଗ ସାଙ୍ଗକୁ ଏବେ ଅଣ୍ଡରଗ୍ରାଉଣ୍ଡ୍ 'ସଟ୍ଟା…

ବ୍ୟବସ୍ଥା ପରେ ଏବେ ବାଟ ଓଗାଳିଲା ସମାଜ: ଭଉଣୀର କଙ୍କାଳ ବୋହିଥିବାରୁ ଜିତୁ ମୁଣ୍ଡାଙ୍କୁ ବାସନ୍ଦ ଚେତାବନୀ

କେନ୍ଦୁଝର: ବ୍ୟାଙ୍କ୍‌ରୁ ନିଜର ହକ୍‌ର ପଇସା ଉଠାଇବା ପାଇଁ ଭଉଣୀର କଙ୍କାଳକୁ କାନ୍ଧରେ ବୋହି ଆଣିଥିବା କେନ୍ଦୁଝରର ଜିତୁ ମୁଣ୍ଡାଙ୍କ କାହାଣୀ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଏହି କରୁଣ ଅବସ୍ଥା ସମସ୍ତଙ୍କୁ ବ୍ୟଥିତ କରିଥିଲା। କିନ୍ତୁ ଜିତୁଙ୍କ ଦୁଃଖ ଏତିକିରେ…

ବରିଷ୍ଠ IAS ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ବାସଭବନରୁ ସୁନା ଗହଣା ଓ ନଗଦ ଟଙ୍କା ଲୁଟ୍

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏବେ ଖାମଖିଆଲି ହୋଇପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ସାଧାରଣ ଜନତାଙ୍କ କଥା ତ ଛାଡ଼ନ୍ତୁ, ଏବେ ଭିଭିଆଇପି (VVIP) ମାନଙ୍କ ଘର ମଧ୍ୟ ଆଉ ସୁରକ୍ଷିତ ହୋଇ ରହିନାହିଁ। କମିଶନରେଟ୍ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ଖୋଲା ଚାଲେଞ୍ଜ ଦେଇ ଲୁଟେରାମାନେ ଏଥର ଜଣେ…

ଆଇପିଏଲ୍‌ରେ ମେଗା ଡିଲ୍: ୧୫ ହଜାର ୬୦୦ କୋଟିରେ ବିକ୍ରି ହେଲା ‘ରାଜସ୍ଥାନ ରୟାଲ୍ସ’,ଜାଣନ୍ତୁ ନୂଆ…

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଜଗତରେ ଏକ ବଡ଼ ଧରଣର କର୍ପୋରେଟ୍ ଡିଲ୍ ସାମ୍ନାକୁ ଆସିଛି। ୨୦୦୮ ମସିହାର ପ୍ରଥମ ଆଇପିଏଲ୍ ଚାମ୍ପିଅନ୍ 'ରାଜସ୍ଥାନ ରୟାଲ୍ସ' ଏବେ ନୂଆ ମାଲିକଙ୍କ ହାତକୁ ଯିବାକୁ ବସିଛି। ବ୍ରିଟିଶ୍-ଭାରତୀୟ ଶିଳ୍ପପତି ଲକ୍ଷ୍ମୀ ନିବାସ ମିତ୍ତଲ (ଏଲ୍.ଏନ୍…

ରାଜଧାନୀରେ ପୁଣି ‘ଆମ ବସ୍’ର ଆତଙ୍କ: ଘଟଣାସ୍ଥଳରେ ଯୁବକଙ୍କ ଶୋଚନୀୟ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ପୁଣିଥରେ ଦେଖିବାକୁ ମିଳିଛି ଯାତ୍ରୀବାହୀ ବସ୍‌ର ବେପରୁଆ ଚାଳନା। ବାରମ୍ବାର ଦୁର୍ଘଟଣା ଘଟାଇ ସହରବାସୀଙ୍କ ମନରେ ଭୟ ସୃଷ୍ଟି କରୁଥିବା 'ଆମ ବସ୍' ଆଜି ପୁଣି ଜଣେ ନିରୀହ ଯୁବକଙ୍କ ମୁଣ୍ଡ ନେଇଛି। ୯୧ ନମ୍ବର ରୁଟ ଆମ ବସ ଘଟାଇଛି ଏହି ଦୁର୍ଘଟଣା। ରାଜଧାନୀର…

ଗଣତି ପୂର୍ବରୁ ବଢ଼ିଲା ଉତ୍କଣ୍ଠା: କେଉଁ ଅବିରର ଚାହିଦା ଅଧିକ, ‘ସବୁଜ’ ନା ‘ଗେରୁଆ’?

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନର କେନ୍ଦ୍ରବିନ୍ଦୁ ପାଲଟିଥିବା ହାଇପ୍ରୋଫାଇଲ୍ ଆସନ 'ନନ୍ଦୀଗ୍ରାମ'କୁ ନେଇ ସବୁଠି ଉତ୍କଣ୍ଠା। ଫଳାଫଳ କ'ଣ ହେବ, କିଏ ମାରିବ ବାଜି, ସେନେଇ ସମସ୍ତଙ୍କ ନଜର ଅଟକିଛି। କିନ୍ତୁ ଭୋଟ୍ ବାକ୍ସ ଖୋଲିବା ପୂର୍ବରୁ ନନ୍ଦୀଗ୍ରାମର ସ୍ଥାନୀୟ ବଜାରରେ ଏବେ ଏକ ନିଆରା…

EVM ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ଅଖିଲେଶ: କହିଲେ, ‘ଗଣତନ୍ତ୍ର ଉପରେ ପ୍ରହାର କରୁଛନ୍ତି ସରକାର’

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ଉପରେ ବର୍ଷିଛନ୍ତି। ଦେଶରେ ବଢ଼ୁଥିବା ମହଙ୍ଗା ମାଡ଼, ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ଏବଂ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟଶୈଳୀ ସମେତ ଇଭିଏମ୍…