ଗୋଡ଼ ବାରମ୍ବାର ଝିମ୍ଝିମ୍ ହେଉଛି କି? ପିମ୍ପୁଡ଼ି ଚାଲିଲା ଭଳି ଲାଗୁଥିଲେ ଜାଣନ୍ତୁ ପ୍ରକୃତ କାରଣ ଓ ଘରୋଇ ଉପଚାର
ଅନେକ ସମୟରେ ଲୋକେ ଗୋଡ଼ ବାରମ୍ବାର ସୁନ୍ ପଡ଼ିଯିବା କିମ୍ବା ପାଦରେ ପିମ୍ପୁଡ଼ି ଚାଲିଲା ଭଳି ଝିମ୍ଝିମ୍ ଅନୁଭବ ହେବା ଭଳି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କେତେକଙ୍କ କ୍ଷେତ୍ରରେ ପାଦ ଜଳିବା କିମ୍ବା ଗୋଇଠି ବିନ୍ଧିବା ଭଳି ଲକ୍ଷଣ ମଧ୍ୟ ଦେଖାଯାଏ । ଯଦି ଆପଣ ମଧ୍ୟ ଏହି ସମସ୍ୟାକୁ ନେଇ…