Orangutan Trafficking Case: ଓରାଙ୍ଗଉଟାନ ଚୋରାଚାଲାଣ ମାମଲା: ସାମ୍ନାକୁ ଆସିଲା ଫେରାର ଦୀଘା ହୋଟେଲ ମାଲିକଙ୍କ ଫଟୋ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ୫ଟି ବିରଳ ଓରାଙ୍ଗଉଟାନ ଉଦ୍ଧାର ହେବା ଘଟଣାରେ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ । ଏହି ଆନ୍ତର୍ଜାତିକ ବନ୍ୟଜନ୍ତୁ ଚୋରାଚାଲାଣ ମାମଲାର ଚେର ଏବେ ପଡ଼ୋଶୀ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ…