Latest Odisha News

BREAKING NEWS

ସକାଳ ଜଳଖିଆ ପାଇଁ ଝଟପଟ୍ ପ୍ରସ୍ତୁତ କରନ୍ତୁ ‘ଚିଜ୍ ଗାର୍ଲିକ୍ ଅନିୟନ୍ ସ୍ୟାଣ୍ଡୱିଚ୍’: ପିଲାଠୁ ବୁଢ଼ା…

ସକାଳର ବ୍ୟସ୍ତବହୁଳ ସମୟରେ ଅଧିକାଂଶ ଘରେ ଜଳଖିଆ ପ୍ରସ୍ତୁତ କରିବା ଏକ ବଡ଼ ଚିନ୍ତାର ବିଷୟ ହୋଇଥାଏ । ତେଣୁ ଝଟପଟ୍ ପ୍ରସ୍ତୁତ ହୋଇଯାଉଥିବାରୁ ଅନେକ ଲୋକ ସ୍ୟାଣ୍ଡୱିଚ୍ ବନାଇବାକୁ ଏକ ସ୍ମାର୍ଟ ତଥା ସହଜ ବିକଳ୍ପ ଭାବେ ବାଛିଥାନ୍ତି। ସାଧାରଣତଃ ଆମ ଘରଗୁଡ଼ିକରେ ଭେଜ୍ ସ୍ୟାଣ୍ଡୱିଚ୍, ଆଳୁ…

ମକ୍କାରେ ବିପଦର ଆଶଙ୍କା, ବାଜିଲା ସାଇରନ୍: ହୁଥି ବିଦ୍ରୋହୀଙ୍କ ଉପରେ ସାଉଦି ଆରବର ଘନଘନ ମିସାଇଲ୍ ମାଡ଼

ରିୟାଦ: ୟେମେନର ଇରାନ ସମର୍ଥିତ ହୁଥି ବିଦ୍ରୋହୀ ଏବଂ ସାଉଦି ଆରବ ମଧ୍ୟରେ ତିକ୍ତତା ପୁଣି ଥରେ ଚରମ ସୀମାରେ ପହଞ୍ଚିଛି। ହୁଥି ବିଦ୍ରୋହୀମାନେ ସାଉଦି ଆରବ ଉପରେ ଡ୍ରୋନ୍ ଏବଂ ବାଲାଷ୍ଟିକ୍ ମିସାଇଲ୍ ମାଡ଼ କରିବା ପରେ ସାଉଦି ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯାଇଛି । ସାଉଦି ସେନା ୟେମେନରେ…

ରିଲାଏନ୍ସ ଜିଓର ନୂଆ ଅଫର: ୩୯୯ ଟଙ୍କା ରିଚାର୍ଜ କଲେ ୧୨ ମାସ ପାଇଁ କାନଭା ପ୍ରୋ ସମ୍ପୂର୍ଣ୍ଣ ମାଗଣା

ମୁମ୍ବାଇ: ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ଆକୃଷ୍ଟ କରିବା ପାଇଁ ଏବଂ ନୂତନ ଡିଜିଟାଲ୍ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ଆଉ ଏକ ଆକର୍ଷଣୀୟ ଅଫର ଘୋଷଣା କରିଛି । ବର୍ତ୍ତମାନ ଯୁଗରେ ଗ୍ରାଫିକ୍ସ ଡିଜାଇନିଂ ଏବଂ ସୋସିଆଲ୍ ମିଡିଆ କଣ୍ଟେଣ୍ଟ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଥିବା ବେଳେ, ଜିଓ…

ପ୍ରଧାନମନ୍ତ୍ରୀଙ୍କ ନିବେଦନ ସତ୍ତ୍ୱେ ବଢ଼ୁଛି ସୁନା ଚାହିଦା: ପାର୍ବଣ ଋତୁରେ ପୁରୁଣା ଗହଣା ବଦଳାଇ ନୂଆ କିଣୁଛନ୍ତି…

ନୂଆଦିଲ୍ଲୀ: ପାର୍ବଣ ଋତୁ ପାଖେଇ ଆସୁଥିବା ବେଳେ ଦେଶରେ ସୁନା ଚାହିଦା ପୁଣି ଥରେ ବୃଦ୍ଧି ପାଇବାରେ ଲାଗିଛି । ଦେଶର ବିଦେଶୀ ମୁଦ୍ରା ଭଣ୍ଡାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଅତିକମରେ ଗୋଟିଏ ବର୍ଷ ପାଇଁ ସୁନା ନ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଦେଶବାସୀଙ୍କୁ ନିବେଦନ…

ୟୁପିଆଇ ଚାର୍ଜକୁ ନେଇ ସବୁ ଦ୍ୱନ୍ଦ୍ୱ ଦୂର କଲେ ସରକାର: ଛୋଟ ବ୍ୟବସାୟୀ ଓ ଗ୍ରାହକଙ୍କ ଉପରେ ପଡ଼ିବନି ବୋଝ

ନୂଆଦିଲ୍ଲୀ: ୟୁପିଆଇ ୟୁଜରଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗତ କିଛି ଦିନ ଧରି ୟୁପିଆଇ ପେମେଣ୍ଟ ଉପରେ ଚାର୍ଜ ଲାଗିବା ନେଇ ସାଧାରଣ ଲୋକଙ୍କ ମନରେ ଥିବା ଦ୍ୱନ୍ଦ୍ୱକୁ କେନ୍ଦ୍ର ସରକାର ଶେଷରେ ଦୂର କରିଛନ୍ତି । କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ୨୦୦୦…

ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ୪ ଗିରଫ: ବ୍ରହ୍ମପୁରରେ ପୂର୍ବତନ ମେୟରଙ୍କ ଭାଇଙ୍କ ନିକଟରୁ ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ବ୍ରହ୍ମପୁରରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ସହରରେ କୌଣସି ଏକ ବଡ଼ ଧରଣର ଅପରାଧିକ ଷଡ଼ଯନ୍ତ୍ର ରଚୁଥିବା ବେଳେ ବ୍ରହ୍ମପୁର ପୋଲିସ ଅଚାନକ ଚଢ଼ାଉ କରି ୪ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି । ସବୁଠାରୁ ଚର୍ଚ୍ଚାର ବିଷୟ ହେଉଛି, ପୋଲିସ ହେପାଜତରେ ଥିବା ଏହି ୪ ଜଣଙ୍କ…

ବର୍ଷା ଦିନେ କାର୍ ଭିତରୁ ବାହାରୁଛି କି ଗନ୍ଧ? ପୁରୁଣା ଖବରକାଗଜର ଏହି ସହଜ ଟ୍ରିକ୍ ବଞ୍ଚାଇବ ହଜାର ହଜାର ଟଙ୍କା

ନୂଆଦିଲ୍ଲୀ: ବର୍ଷା ଦିନେ କିମ୍ବା ସାଧାରଣ ଦିନରେ ଓଦା ଜୋତା ଏବଂ ଛତା ନେଇ କାର୍ ଭିତରେ ବସିଲେ ଅନେକ ସମୟରେ କାର୍‌ର ତଳଭାଗ ଓଦା ହୋଇଯାଏ । ବର୍ଷା ପାଣି ବ୍ୟତୀତ ଅନେକ ସମୟରେ କାର୍‌ର ଏସି ପାଇପ୍ ଲିକ୍ ହେବା କାରଣରୁ କିମ୍ବା ପିଲାମାନେ ଭୁଲବଶତଃ ପାଣି ବୋତଲ ଢାଳିଦେଲେ ମଧ୍ୟ ସମାନ ସମସ୍ୟା…

ବ୍ୟକ୍ତିଗତ ଶତ୍ରୁତା ସାଧିବା ପାଇଁ ହାଇକୋର୍ଟରେ ପିଆଇଏଲ୍ ! ୫୦ ହଜାର ଜୋରିମାନା ସହ ଆବେଦନ ଖାରଜ କଲେ ବିଚାରପତି

କଟକ: ଜନସ୍ୱାର୍ଥ ମାମଲା ବା ପବ୍ଲିକ୍ ଇଣ୍ଟରେଷ୍ଟ୍ ଲିଟିଗେସନର ଅପବ୍ୟବହାର କରୁଥିବା ବ୍ୟକ୍ତିମାନଙ୍କ ପ୍ରତି ଓଡ଼ିଶା ହାଇକୋର୍ଟ ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ବ୍ୟକ୍ତିଗତ ଶତ୍ରୁତା ମେଣ୍ଟାଇବା ଉଦ୍ଦେଶ୍ୟରେ ହାଇକୋର୍ଟରେ ଏକ ମିଥ୍ୟା ଜନସ୍ୱାର୍ଥ ମାମଲା ରୁଜୁ କରିଥିବା ଜଣେ…

ପ୍ରଖର ସ୍ରୋତରେ ଭାସିଗଲେ ସ୍ୱାମୀ, ଗ୍ରାମବାସୀଙ୍କ ଉଦ୍ୟମରୁ ବଞ୍ଚିଗଲେ ପତ୍ନୀ

କେନ୍ଦ୍ରାପଡ଼ା: ଜିଲ୍ଲାରେ ଏକ ହୃଦୟବିଦାରକ ଅଘଟଣ ଘଟିଛି । ନଦୀରେ ଗାଧୋଉଥିବା ବେଳେ ହଠାତ୍ ଗୋଡ଼ ଖସିଯିବାରୁ ପ୍ରଖର ସ୍ରୋତରେ ଜଣେ ଦମ୍ପତି ଭାସିଯାଇଛନ୍ତି । ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି ଓ ତୁରନ୍ତ ଉଦ୍ୟମ ଯୋଗୁଁ ପତ୍ନୀଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିବା ବେଳେ ସ୍ୱାମୀ…

ଅହଙ୍କାର ଛାଡ଼ି କ୍ଷମା ମାଗିବାର ମହତ୍ତ୍ୱ: ଆଜିର ଯୁଗରେ ପ୍ରାସଙ୍ଗିକ ଗଣେଶ-ଚନ୍ଦ୍ରଙ୍କ ଏହି ପୌରାଣିକ କଥା

ଭୁବନେଶ୍ୱର: ହିନ୍ଦୁ ପର୍ବପର୍ବାଣିରେ ଗଣେଶ ଚତୁର୍ଥୀର ଏକ ସ୍ୱତନ୍ତ୍ର ଏବଂ ପବିତ୍ର ସ୍ଥାନ ରହିଛି। ଏହି ଦିନ ଅର୍ଥାତ୍ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଚନ୍ଦ୍ର ଦର୍ଶନ କରିବାକୁ ଶାସ୍ତ୍ରରେ ବାରଣ କରାଯାଇଛି । ଲୋକବିଶ୍ୱାସ ରହିଛି ଯେ ଏହି ଦିନ ଚନ୍ଦ୍ରଙ୍କୁ ଦେଖିଲେ 'ମିଥ୍ୟା ଦୋଷ'…