ଅଧା ଶିକ୍ଷାବର୍ଷ ବିତିଲାଣି, ତଥାପି ପିଲାଙ୍କ ହାତରେ ପହଞ୍ଚିନି ବହି: ଷାଣ୍ମାସିକ ପରୀକ୍ଷା ନେଇ ବଢ଼ୁଛି ଚିନ୍ତା
ଭୁବନେଶ୍ୱର: ନୂତନ ଶିକ୍ଷାବର୍ଷର ଆରମ୍ଭରେ ନୂଆ ଶ୍ରେଣୀ ଓ ନୂଆ ବହିକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଯେଉଁ ଉତ୍ସାହ ଥିଲା, ତାହା ଏବେ ନିରାଶା ତଥା ଉଦ୍ବେଗରେ ପରିଣତ ହୋଇଛି । ସମଗ୍ର ଓଡ଼ିଶାରେ ଛାତ୍ରଛାତ୍ରୀମାନେ ଏବେ ପାଠ୍ୟପୁସ୍ତକ ଅଭାବ, ଶିକ୍ଷକ ମରୁଡ଼ି ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭଳି…