‘ଆମେରିକାକୁ ସାଥ୍ ଦେଲେ ବୁନ୍ଦାଏ ତୈଳ ବି ବାହାରିବନି’, ପଡ଼ୋଶୀ ଦେଶଙ୍କୁ ଇରାନର ଖୋଲା ଧମକ
ତେହେରାନ: ଆମେରିକା ଏବଂ ଇରାନ ମଧ୍ୟରେ ଲାଗି ରହିଥିବା ତିକ୍ତତା ଏବେ ଏକ ନୂଆ ଏବଂ ବିସ୍ଫୋରକ ମୋଡ଼ ନେଇଛି । ମଧ୍ୟପ୍ରାଚ୍ୟରେ ପୁଣିଥରେ ଯୁଦ୍ଧର କଳାବାଦଲ ଘୋଟି ଆସୁଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପ୍ରଶାସନ ପକ୍ଷରୁ ଇରାନ ଉପରେ ଏଯାବତ୍ର ସବୁଠାରୁ କଡ଼ା…