Latest Odisha News

BREAKING NEWS

ରାକ୍ଷୀ ପୂର୍ଣ୍ଣିମାର ଆରମ୍ଭ କେମିତି ହେଲା? ଜାଣନ୍ତୁ ଦେବରାଜ ଇନ୍ଦ୍ର ଓ ମାତା ଶଚୀଙ୍କ ରକ୍ଷାସୂତ୍ରର ଅଜଣା କାହାଣୀ

ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମାକୁ ଆମେ ମୁଖ୍ୟତଃ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ ଏବଂ ଭଲପାଇବାର ପ୍ରତୀକ ଭାବେ ପାଳନ କରିଥାଉ । ତେବେ ଖୁବ୍ କମ୍ ଲୋକ ଜାଣନ୍ତି ଯେ, ପୌରାଣିକ ଯୁଗରେ ଏହି ପର୍ବର ଆରମ୍ଭ କେବଳ ଭାଇ-ଭଉଣୀ ସମ୍ପର୍କ ମଧ୍ୟରେ ସୀମିତ ନଥିଲା । ପ୍ରକୃତରେ ପ୍ରଥମ…

ବିଷାକ୍ତ ଇଞ୍ଜେକସନ ନେଇ ଲ୍ୟାବ୍ ଟେକ୍ନିସିଆନଙ୍କ ଆତ୍ମହତ୍ୟା ସନ୍ଦେହ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ତଥା ରହସ୍ୟମୟ ଘଟଣା ସାମ୍ନାକୁ ଆସିଛି । ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ନିଜେ ଏକ ବିଷାକ୍ତ ଇଞ୍ଜେକସନ ନେଇ ଯୁବକ ଜଣକ ଆତ୍ମହତ୍ୟା କରିଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି ।…

କେଶ ଝଡିବା ସମସ୍ୟାରୁ ମୁକୁଳିବେ କିପରି? ଶାମ୍ପୁ ବଦଳରେ ବ୍ୟବହାର କରନ୍ତୁ ଏହି ସହଜ ଘରୋଇ ସାମଗ୍ରୀ

ଆଜିକାଲି ବଜାରରେ ମିଳୁଥିବା ବିଭିନ୍ନ ବ୍ରାଣ୍ଡର ଶାମ୍ପୁରେ ଅନେକ ପ୍ରକାରର କ୍ଷତିକାରକ ରାସାୟନିକ ପଦାର୍ଥ ବା କେମିକାଲ୍ ବ୍ୟବହାର କରାଯାଉଛି । ପ୍ରତିଦିନ କିମ୍ବା ବାରମ୍ବାର ଏହି କେମିକାଲଯୁକ୍ତ ଶାମ୍ପୁ ଲଗାଇବା ଦ୍ୱାରା କେଶର ପ୍ରାକୃତିକ ତେଲ ନଷ୍ଟ ହୋଇଯିବା ସହ କେଶ ରୁକ୍ଷ ଏବଂ ଦୁର୍ବଳ…

୨୧ ବର୍ଷ ପରେ ନେଗେଟିଭ୍ ଭୂମିକାରେ ଫେରୁଛନ୍ତି ଅଜୟ ଦେବଗନ?

ମୁମ୍ବାଇ: ବଲିଉଡର ସିଙ୍ଘମ୍ ତଥା ଭର୍ସାଟାଇଲ୍ ଅଭିନେତା ଅଜୟ ଦେବଗନ୍ ଖୁବଶୀଘ୍ର ଦର୍ଶକଙ୍କୁ ଏକ ନୂଆ ଏବଂ ଭୟାନକ ଅବତାରରେ ନଜର ଆସିବାକୁ ଯାଉଛନ୍ତି । ଦୀର୍ଘ ୨୧ ବର୍ଷର ବ୍ୟବଧାନ ପରେ ସେ ପୁଣିଥରେ ଏକ 'ସୁପରନେଚୁରାଲ୍ ଥ୍ରିଲର୍' ବା ଅଲୌକିକ ହରର୍ ଫିଲ୍ମରେ ଅଭିନୟ କରିବାକୁ ପ୍ରସ୍ତୁତ…

ଇଲେକ୍ଟ୍ରିକ୍ କାର୍ ଫୁଲ୍ ଚାର୍ଜ ପରେ ବି କମିଯାଉଛି କି ମାଇଲେଜ୍? ଜାଣନ୍ତୁ କେଉଁଠି ହେଉଛି ଭୁଲ୍ ଏବଂ କିପରି ବଢ଼ାଇବେ…

ଭୁବନେଶ୍ୱର: ଆଜିକାଲି ଇଲେକ୍ଟ୍ରିକ୍ ଗାଡ଼ି ବା ଇଭିର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତେବେ ଇଭି ବ୍ୟବହାରକାରୀଙ୍କର ଏକ ସାଧାରଣ ଅଭିଯୋଗ ହେଉଛି, ଗାଡ଼ି ସମ୍ପୂର୍ଣ୍ଣ ଚାର୍ଜ ହେବା ପରେ ମଧ୍ୟ କମ୍ପାନୀ ଦାବି କରୁଥିବା ମାଇଲେଜ୍ ବା ରେଞ୍ଜ୍ ମିଳୁନାହିଁ । ଯଦି ଆପଣଙ୍କର ଇଲେକ୍ଟ୍ରିକ୍…

ନଦୀଗୁଡ଼ିକରେ ବଢ଼ୁଛି ଜଳସ୍ତର: ୯ଟି ସ୍ଥାନରେ ୧୦୦ ମିମିରୁ ଅଧିକ ବର୍ଷା, ସନ୍ଧ୍ୟା ସୁଦ୍ଧା ସ୍ଥିତି ସୁଧୁରିବା ନେଇ…

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଥିବା ଲଗାଣ ବର୍ଷା କାରଣରୁ ବିଭିନ୍ନ ପ୍ରମୁଖ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ଉପକୂଳ ତଥା ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏହି…

୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ: ହୀରାକୁଦର ଖୋଲିଲା ଆଉ ୩ ଗେଟ୍

ସମ୍ବଲପୁର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ନଦୀଗୁଡ଼ିକର ଜଳସ୍ତରରେ ବୃଦ୍ଧି ଦେଖିବାକୁ ମିଳିଛି । ଉପରମୁଣ୍ଡ ତଥା ଛତିଶଗଡ଼ରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଲଗାତାର ଭାବେ ବନ୍ୟାଜଳ ପ୍ରବେଶ କରୁଛି । ଜଳଭଣ୍ଡାରର ଜଳସ୍ତରକୁ ନିୟନ୍ତ୍ରଣରେ ରଖିବା…

ଭିସା ଟେନସନ ଓ କାମର ଚାପ: କାହିଁକି ଆମେରିକା ଛାଡିବାକୁ ନିଷ୍ପତ୍ତି ନେଲେ ଭାରତୀୟ ମହିଳା?

ନୂଆଦିଲ୍ଲୀ: ବିଦେଶରେ ସ୍ଥାୟୀ ଭାବେ ବସବାସ କରିବା ଏବଂ କ୍ୟାରିୟର ଗଢ଼ିବା ଅନେକଙ୍କର ସ୍ୱପ୍ନ ଥାଏ । ତେବେ ପରିବାରର ସ୍ନେହ ଏବଂ ନିଜ ମାଟିର ଟାଣ ବେଳେବେଳେ ମଣିଷକୁ ସବୁକିଛି ଛାଡ଼ି ପୁଣିଥରେ ସ୍ୱଦେଶ ଫେରାଇ ଆଣିଥାଏ । ଠିକ୍ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ପଙ୍ଖୁରୀ ନାମକ ଜଣେ ଭାରତୀୟ…

ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଭୟାବହ ଅଗ୍ନିକାଣ୍ଡ, ୩ ନବଜାତକ ଜୀବନ୍ତ ଦଗ୍ଧ

ଅମରାବତୀ: ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରୁ ଏକ ଅତ୍ୟନ୍ତ ହୃଦୟବିଦାରକ ଖବର ସାମ୍ନାକୁ ଆସିଛି । ସେଠାରେ ଥିବା ଏକ ସରକାରୀ ମହିଳା ଡାକ୍ତରଖାନାର ଶିଶୁ ୱାର୍ଡରେ ଅଚାନକ ଭୟାବହ ଅଗ୍ନିକାଣ୍ଡ ଘଟି ତିନି ଜଣ ନବଜାତକଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଏହି ଛାତିଥରା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର…

ବ୍ୟାଙ୍କ ୟୁନିୟନର ବଡ଼ ଘୋଷଣା: ସେପ୍ଟେମ୍ବର ଏବଂ ଅକ୍ଟୋବରରେ ବ୍ୟାପକ ଧର୍ମଘଟ, ଆଗୁଆ ସାରିଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ: ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଜରୁରୀ ଖବର । ଆସନ୍ତା ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଦେଶବ୍ୟାପୀ ବ୍ୟାଙ୍କ ସେବା ବ୍ୟାପକ ଭାବେ ପ୍ରଭାବିତ ହେବାକୁ ଯାଉଛି । ବ୍ୟାଙ୍କ କର୍ମଚାରୀଙ୍କ ସପ୍ତାହକୁ ୫ ଦିନିଆ କାର୍ଯ୍ୟ ଦିବସ ଏବଂ ନୂତନ ପର୍ଫରମାନ୍ସ ଲିଙ୍କଡ୍ ଇନସେଣ୍ଟିଭ୍…