Latest Odisha News

BREAKING NEWS

ବିଶ୍ୱର ଟପ୍-୫ ଧନୀ କ୍ରିକେଟର: ତାଲିକାର ଶୀର୍ଷରେ ସଚିନ ତେନ୍ଦୁଲକର, ଜାଣନ୍ତୁ ଧୋନୀ ଓ କୋହଲିଙ୍କ ସମ୍ପତ୍ତି କେତେ

ନୂଆଦିଲ୍ଲୀ: ଆଧୁନିକ ଯୁଗରେ କ୍ରିକେଟ୍ କେବଳ ଏକ ଖେଳ ହୋଇ ରହିନାହିଁ, ବରଂ ଏହା ଏକ ବିରାଟ ବ୍ୟବସାୟିକ ପ୍ଲାଟଫର୍ମରେ ପରିଣତ ହୋଇଛି। ଖେଳାଳିମାନେ ଏବେ କେବଳ ମ୍ୟାଚ୍ ଫି ବା ଚୁକ୍ତିବଦ୍ଧ ଦରମା ଉପରେ ନିର୍ଭର ନକରି, ବିଜ୍ଞାପନ ଏବଂ ବିଭିନ୍ନ ବ୍ୟବସାୟିକ ନିବେଶ ମାଧ୍ୟମରେ କୋଟି କୋଟି ଟଙ୍କା…

ଛାତ୍ରଙ୍କ ପ୍ରତି ପ୍ରଧାନ ବିଚାରପତିଙ୍କ ମନ୍ତବ୍ୟକୁ ନେଇ କ୍ଷୋଭ; ଦୀକ୍ଷାନ୍ତ ସମାରୋହକୁ ସିଜେଆଇଙ୍କ ଆମନ୍ତ୍ରଣକୁ ବିରୋଧ…

ହାଇଦ୍ରାବାଦ: ଦେଶର ଅନ୍ୟତମ ପ୍ରମୁଖ ଆଇନ ଶିକ୍ଷାନୁଷ୍ଠାନ ହାଇଦ୍ରାବାଦ ସ୍ଥିତ ନାଲସାର ୟୁନିଭରସିଟି ଅଫ୍ ଲ'ର ଆଗାମୀ ୨୦୨୬ ସମାବର୍ତ୍ତନ ଉତ୍ସବକୁ ନେଇ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ଏହି ଦୀକ୍ଷାନ୍ତ ସମାରୋହରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ମୁଖ୍ୟ ଅତିଥି…

ପରୀକ୍ଷା ଅନିୟମିତତାକୁ ନେଇ ରାଞ୍ଚିରେ ଛାତ୍ର ଅଶାନ୍ତି: ସରକାର ଦେଲେ ଆଶ୍ୱାସନା, ତଥାପି ଅଟଳ ଆନ୍ଦୋଳନକାରୀ

ରାଞ୍ଚି: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିସ୍ଥିତ ଜୟପାଳ ସିଂହ ମୁଣ୍ଡା ଷ୍ଟାଡିୟମରେ ଛାତ୍ର ଆନ୍ଦୋଳନ ଏବେ ଉଗ୍ର ରୂପ ନେବାରେ ଲାଗିଛି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଏବଂ ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷାରେ ବ୍ୟାପକ ଅନିୟମିତତା ଓ…

ମହାନଦୀରେ ଭାସିଯାଇ ସମୁଦ୍ରରେ ପହଞ୍ଚିଗଲେ ଯୁବକ; ଦେବଦୂତ ସାଜି ଜୀବନ ବଞ୍ଚାଇଲା ପାରାଦୀପ ମେରାଇନ୍ ପୋଲିସ

ପାରାଦୀପ: ମହାନଦୀର ପ୍ରଖର ସ୍ରୋତରେ ଭାସିଯାଇ ସମୁଦ୍ରରେ ପହଞ୍ଚିଯାଇଥିବା ଜଣେ ଅଜ୍ଞାତ ଯୁବକଙ୍କୁ ରବିବାର ସକାଳେ ନାଟକୀୟ ଢଙ୍ଗରେ ଉଦ୍ଧାର କରାଯାଇଛି। ପାରାଦୀପ ସାମୁଦ୍ରିକ ଥାନାର ତତ୍ପରତା ଏବଂ ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯୁବକ ଜଣକ ଏକ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ…

ପୁଣି ଡରାଉଛି ଲଘୁଚାପ: ଆସନ୍ତା ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା, ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ପାଗ ବଦଳିବାକୁ ଯାଉଛି। ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏକ ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ…

ଚାଷୀଙ୍କ ପାଇଁ ଖୁସି ଖବର: ଧାନ ପଞ୍ଜୀକରଣ ପାଇଁ ଏବେ ବାଧ୍ୟତାମୂଳକ ନୁହେଁ ‘ଆଗ୍ରିଷ୍ଟାକ୍’ ଆଇଡି

ଭୁବନେଶ୍ୱର: ରାଜ୍ୟରେ ଆଗାମୀ ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀଙ୍କ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଏହାକୁ ନେଇ କିଛି ସ୍ଥାନରେ ଦ୍ୱନ୍ଦ୍ୱ ଉପୁଜିଥିଲା। ତେବେ ଧାନ କିଣା ପଞ୍ଜୀକରଣ ପ୍ରକ୍ରିୟାରେ କୌଣସି ଜଟିଳତା ନାହିଁ ବୋଲି ରବିବାର ଦିନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ…

ମାଲକାନଗିରିର ‘ଜଙ୍ଗଲ ରାଣୀ’ଙ୍କ ସଫଳତା: ‘କୌନ ବନେଗା କରୋଡ଼ପତି’ ମଞ୍ଚରେ ଜୟନ୍ତୀ ବୁରୁଦା

ମାଲକାନଗିରି: ଦିନେ ମାଆଙ୍କ ସହ ଜଙ୍ଗଲରୁ ମହୁଲ ଫୁଲ ଓ ଜାଳେଣି କାଠ ସଂଗ୍ରହ କରୁଥିବା ଝିଅ ଆଜି ପହଞ୍ଚିଛନ୍ତି ବଲିଉଡର ମେଗାଷ୍ଟାର୍ ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଟିଭି ଶୋ''କୌନ ବନେଗା କରୋଡ଼ପତି' (କେବିସି)ମଞ୍ଚରେ । ସେ ହେଉଛନ୍ତି ମାଲକାନଗିରି ଜିଲ୍ଲାର ପରିଚିତ ଚେହେରା ତଥା'ଜଙ୍ଗଲ…

ଅଭିନବ ଉପାୟରେ କୋଟିଏ ଟଙ୍କାର ଟ୍ରକ୍ ଲୁଟୁଥିଲେ ଅନ୍ତଃରାଜ୍ୟ ଗ୍ୟାଙ୍ଗ୍: ରାସ୍ତା ମଝିରୁ କାବୁ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳାଇଥିବା ଏକ ବଡ଼ ଧରଣର ଅନ୍ତଃରାଜ୍ୟ ଟ୍ରକ୍ ଚୋର ଗ୍ୟାଙ୍ଗର ପର୍ଦ୍ଦାଫାଶ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ । ଇନ୍‌ଫୋଭ୍ୟାଲି ଥାନା ପୋଲିସ ଏହି ଗ୍ୟାଙ୍ଗର ୪ ଜଣ ସଦସ୍ୟଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧ କୋଟିରୁ…

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ କେଜ୍ରିୱାଲଙ୍କ ବିବାଦୀୟ ବୟାନ: “ସିଜେପି ବିକ୍ଷୋଭରେ ଲୋକେ ମୋଦୀଙ୍କୁ ପିଟିବାକୁ…

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି (ଆପ୍)ର ଜାତୀୟ ଆବାହକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି, ଯାହାକୁ ନେଇ ଜାତୀୟ ରାଜନୀତି ସରଗରମ ହୋଇଉଠିଛି। ଏକ ଭିଡିଓରେ କେଜ୍ରିୱାଲ କହୁଥିବାର…

ମମତା ବାନାର୍ଜୀଙ୍କୁ ପ୍ରବଳ ବିରୋଧ: ଗାଡ଼ି ଉପରକୁ ପଥର ମାଡ଼; ବିଜେପି ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ

ହାଲିସହର (ପଶ୍ଚିମବଙ୍ଗ): ପଶ୍ଚିମବଙ୍ଗର ହାଲିସହରଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ପୁଲିସ ହାଜତ ମୃତ୍ୟୁର ଶିକାର ହୋଇଥିବା ଜଣେ ତୃଣମୂଳ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟିବାକୁ ଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରବଳ ଜନଆକ୍ରୋଶର…