Latest Odisha News

BREAKING NEWS

‘ନିଟ୍’ ପେପର ଲିକ୍ ପରେ ଆକ୍ସନ୍‌ ମୋଡ୍‌ରେ ଏନଟିଏ: ବଦଳୁଛି ସାଂଗଠନିକ ଢାଞ୍ଚା, ତିନି ପ୍ରମୁଖ ପଦବୀ ପାଇଁ ଆବେଦନ…

ନୂଆଦିଲ୍ଲୀ: ସମ୍ପ୍ରତି 'ନିଟ୍' ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ଓ ଅନିୟମିତତାକୁ ନେଇ ସାରା ଦେଶରେ ତୀବ୍ର ବିବାଦ ଦେଖାଦେଇଥିଲା। ଏହି ଘଟଣା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ବିଶ୍ୱସନୀୟତା ଉପରେ ଏକ ବଡ଼ ପ୍ରଶ୍ନଚିହ୍ନ ଲଗାଇବା ସହ ଏହାର ପରିଚାଳନାଗତ…

ରେଳବାଇ କର୍ମଚାରୀଙ୍କ ପାଇଁ ଖୁସି ଖବର: ସ୍ୱାମୀ-ସ୍ତ୍ରୀଙ୍କୁ ଏକାଠି ପୋଷ୍ଟିଂ ଦେବା ପାଇଁ ବଦଳିଲା ନିୟମ

ନୂଆଦିଲ୍ଲୀ: ଯଦି ଆପଣ କିମ୍ବା ଆପଣଙ୍କ ପରିବାରରେ କେହି ରେଳବାଇ କର୍ମଚାରୀ ଅଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର। ରେଳବାଇରେ କାର୍ଯ୍ୟରତ ସ୍ୱାମୀ-ସ୍ତ୍ରୀ ଯେପରି ଗୋଟିଏ ସ୍ଥାନରେ ରହିପାରିବେ ଏବଂ ପରିବାର ସହ ସମୟ ବିତାଇପାରିବେ, ସେଥିପାଇଁ ରେଳୱେ ବୋର୍ଡ ନିଜର ବଦଳି ଏବଂ ପୋଷ୍ଟିଂ…

ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ଶିଳ୍ପ ସମାବେଶ ସଫଳ: ଓଡ଼ିଶାକୁ ମିଳିଲା ୬୬,୩୯୨ କୋଟି ଟଙ୍କାର ପୁଞ୍ଜିନିବେଶ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀ ଏବଂ ଏନସିଆର ଠାରେ ଆୟୋଜିତ ଦୁଇ ଦିନିଆ ପୁଞ୍ଜିନିବେଶ ଅଭିଯାନ ଶନିବାର ସଫଳତାର ସହ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାର ଦେଶର ବିଶିଷ୍ଟ ଶିଳ୍ପପତିଙ୍କଠାରୁ ବିପୁଳ ସମର୍ଥନ ପାଇଛନ୍ତି । ଫଳସ୍ୱରୂପ,…

ସମ୍ପତ୍ତି ପାଇଁ ବଞ୍ଚିଥିବା ମା’କୁ ମୃତ ଘୋଷଣା କଲେ ୨ ପୁଅ, ନ୍ୟାୟ ପାଇଁ ଏସପି ଅଫିସ ଆଗରେ ବୃଦ୍ଧାଙ୍କ ଧାରଣା

ଭଦ୍ରକ: ସମ୍ପତ୍ତି ଲୋଭ ମଣିଷକୁ ଏତେ ସ୍ୱାର୍ଥପର କରିପାରେ, ତାହାର ଏକ ଚାଞ୍ଚଲ୍ୟକର ତଥା ସାଂଘାତିକ ଉଦାହରଣ ଭଦ୍ରକ ଜିଲ୍ଲାରୁ ସାମ୍ନାକୁ ଆସିଛି। ଜଣେ ୭୦ ବର୍ଷୀୟା ଜୀବିତ ମା’କୁ ସରକାରୀ କାଗଜପତ୍ରରେ ମୃତ ଘୋଷଣା କରି ତାଙ୍କର ଦୁଇ ପୁଅ ଘର ଓ ଜମି ହଡ଼ପ କରିନେଇଥିବା ଅଭିଯୋଗ ହୋଇଛି। ଏହି…

ନବୀନ ବନାମ ଧର୍ମେନ୍ଦ୍ର: ‘ଗୋ-ବ୍ୟାକ୍ କହିଲେ ବି ମୁଁ ବାରମ୍ବାର ଆସିବି’ କହିଲେ ଧର୍ମେନ୍ଦ୍ର; ବିଜେଡିର ପାଲଟା ଜବାବ

ସମ୍ବଲପୁର/ଭୁବନେଶ୍ୱର: 'ନିଟ୍' ବିବାଦକୁ କେନ୍ଦ୍ର କରି ରାଜ୍ୟରେ ବିଜୁ ଜନତା ଦଳ ଏବଂ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ତୀବ୍ର ହେବାରେ ଲାଗିଛି । ଶନିବାର ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲଠାରେ ଆୟୋଜିତ ଏକ…

୨୦୨୪ ସାଧାରଣ ନିର୍ବାଚନକୁ ଦୁଇ ବର୍ଷ ପୂରିବା ପରେ କିପରି ବଦଳିଗଲା ଏନ୍‌ଡିଏ ଏବଂ ଇଣ୍ଡିଆ ମେଣ୍ଟର ସମୀକରଣ?

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷ ବିତିସାରିଥିବା ବେଳେ ଅଗଷ୍ଟ ୨୦୨୬ ସୁଦ୍ଧା ଭାରତୀୟ ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି। ଗତ ଲୋକସଭା ନିର୍ବାଚନରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନ୍‌ଡିଏ ୨୯୩ଟି ଆସନ ସହ ଲଗାତାର ତୃତୀୟ ଥର ସରକାର ଗଠନ…

ପେପର ଲିକ ଓ ବେରୋଜଗାର ପ୍ରସଙ୍ଗ: ସରକାରଙ୍କୁ ଜୋରଦାର ଘେରିଲେ ରାହୁଲ ଗାନ୍ଧୀ

ପ୍ରୟାଗରାଜ: ଆଗାମୀ ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ପକ୍ଷରୁ ରଣନୀତି ଜୋରଦାର କରାଯାଇଛି। ଲୋକସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ କଂଗ୍ରେସର ବହୁଚର୍ଚ୍ଚିତ 'ଛାତ୍ରୋଁ କୀ ଗୂଞ୍ଜ'…

ମାତ୍ର ୩ରୁ ୪ ଘଣ୍ଟା ଭିତରେ ମିଳିବ ଏଲପିଜି ସିଲିଣ୍ଡର, ଇଣ୍ଡିଆନ ଅଏଲର ନୂଆ ସେବା ଆରମ୍ଭ

ନୂଆଦିଲ୍ଲୀ: ରୋଷେଇ ପାଇଁ ଏଲପିଜି ଗ୍ୟାସ ସିଲିଣ୍ଡର ବୁକ୍ କରିବା ପରେ ଆଉ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଗ୍ରାହକମାନଙ୍କୁ ଅଧିକ ସୁବିଧା ଏବଂ ଦ୍ରୁତ ସେବା ଯୋଗାଇଦେବା ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏକ ନୂଆ ଏବଂ ଆଧୁନିକ ସେବା ଆରମ୍ଭ କରାଯାଇଛି। କମ୍ପାନି ପକ୍ଷରୁ…

ଅରୁଣାଚଳ ପ୍ରଦେଶ: ଚୀନ୍‌ର ଅପଚେଷ୍ଟାକୁ ଭାରତର କଡ଼ା ଜବାବ; ମାନଚିତ୍ରରେ ସାମିଲ ହେଲା ୨୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର…

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ବିଭିନ୍ନ ଅଞ୍ଚଳ ଓ ସ୍ଥାନଗୁଡ଼ିକର ନାମ ବାରମ୍ବାର ବଦଳାଇବାକୁ ଚୀନ୍‌ କରିଆସୁଥିବା କୁତ୍ସିତ ପ୍ରୟାସକୁ ଭାରତ ଜବରଦସ୍ତ କାଉଣ୍ଟର କରିଛି । ବେଜିଂର ଏଭଳି ଅମୂଳକ ଓ କାଳ୍ପନିକ ନାମକରଣକୁ ଖାରଜ କରି ଭାରତ ସରକାର ଅରୁଣାଚଳ ପ୍ରଦେଶର ୨୭ଟି ଗୁରୁତ୍ୱପୂର୍ଣ୍ଣ…

ରେଭେନ୍ସା ଅଚଳାବସ୍ଥା ଉପରେ କୁଳପତିଙ୍କ ବଡ଼ ବୟାନ, ଖୁବଶୀଘ୍ର ସମାଧାନ ନେଇ ଦେଲେ ଆଶ୍ୱାସନା

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଲାଗି ରହିଥିବା ଅଚଳାବସ୍ଥା ଏବଂ ବିବାଦର ଖୁବଶୀଘ୍ର ଅନ୍ତ ଘଟିବ । କଟକ ସଦର ବିଧାୟକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତାକୁ ନେଇ କ୍ୟାମ୍ପସରେ ଯେଉଁ ଅଶାନ୍ତି ଦେଖାଦେଇଥିଲା ତାହା ଶୀଘ୍ର ସମାଧାନ ହେବ ବୋଲି ବିଶ୍ୱବିଦ୍ୟାଳୟର କୁଳପତି…