ଆସନ୍ତା ୩ ଦିନ ରାଜ୍ୟରେ କମିବ ବର୍ଷାର ପରିମାଣ, ଅଗଷ୍ଟ ୨ରୁ ପୁଣି ଫେରିବ ଲଗାଣ ବର୍ଷା
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ଗତ କିଛି ଦିନ ହେବ ରାଜ୍ୟରେ ଲାଗିରହିଥିବା ପ୍ରବଳ ବର୍ଷାରୁ ସାମାନ୍ୟ ଆଶ୍ୱସ୍ତି ମିଳିବାକୁ ଯାଉଛି। ତେବେ ଏହି ଆଶ୍ୱସ୍ତି ଅଧିକ ଦିନ ରହିବ ନାହିଁ। ଆସନ୍ତା ଅଗଷ୍ଟ ୨ ତାରିଖରୁ ଓଡ଼ିଶାରେ ପୁଣି ଥରେ ବର୍ଷାର ପ୍ରକୋପ ବଢ଼ିବ…