Latest Odisha News

BREAKING NEWS

ଜିଏସଟି ଲାଗୁ ହେବାର ୯ ବର୍ଷ ପୂରଣ: ଟିକସଦାତାଙ୍କୁ ମିଳିପାରେ ବଡ଼ ଆଶ୍ୱସ୍ତି, ଆଗାମୀ ପରିଷଦ ବୈଠକ ଉପରେ ଶିଳ୍ପ ଜଗତର…

ନୂଆଦିଲ୍ଲୀ: ୨୦୧୭ ମସିହା ଜୁଲାଇ ୧ ତାରିଖରେ ସାରା ଦେଶରେ ଲାଗୁ ହୋଇଥିବା ବସ୍ତୁ ଓ ସେବା କର (ଜିଏସଟି) ବ୍ୟବସ୍ଥା ସଫଳତାର ସହ ୯ ବର୍ଷ ପୂରଣ କରିଛି। ଏବେ ଶିଳ୍ପ ଜଗତ ଏବଂ ଟିକସଦାତାମାନେ ଏଥିରେ ଆହୁରି କିଛି ବଡ଼ ସଂସ୍କାରକୁ ଅପେକ୍ଷା କରିଛନ୍ତି। ଆଗାମୀ ଦିନରେ ଇନପୁଟ୍ ଟ୍ୟାକ୍ସ କ୍ରେଡିଟ୍…

ସରକାରୀ ଡାକ୍ତରଖାନା ପାଲଟିଲା ଫିଲ୍ମ ସେଟ୍: ୪ ଘଣ୍ଟା ଧରି ଚାଲିଲା ସୁଟିଂ, ବାହାରେ ଛଟପଟ ହେଲେ ରୋଗୀ

ଭଦ୍ରକ: ରୋଗୀଙ୍କ ସେବା ପାଇଁ ଉଦ୍ଦିଷ୍ଟ ସରକାରୀ ଡାକ୍ତରଖାନାରେ ଚିକିତ୍ସା ବଦଳରେ ଚାଲିଲା ଚଳଚ୍ଚିତ୍ର ସୁଟିଂ। ଫଳରେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବା ରୋଗୀ ଡାକ୍ତରଙ୍କ ଦେଖା ନପାଇ ନିରାଶରେ ଘରକୁ ଫେରିଛନ୍ତି। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଇରମ ପ୍ରାଥମିକ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦାଦନ ଖଟିବାକୁ ପଠାଉଥିବା ଦଲାଲ୍ ଶ୍ରୀକାନ୍ତ ଜୁଆଙ୍ଗଙ୍କ ନାମରେ ୬ଟି ଥାନାରେ ଏତଲା

କେନ୍ଦୁଝର: ତାମିଲନାଡୁର ଏକ କାରଖାନାରେ ଗତ ଜୁନ୍ ୨୧ ତାରିଖରେ ଘଟିଥିବା ଭୟାବହ ଗ୍ୟାସ ଲିକ୍ ଦୁର୍ଘଟଣାରେ ୧୩ ଜଣ ନିରୀହ ଶ୍ରମିକଙ୍କ ଜୀବନ ଯିବା ପରେ ରାଜ୍ୟ ପ୍ରଶାସନ ଏବେ ତତ୍ପର ହୋଇଉଠିଛି। ଏହି ହୃଦୟବିଦାରକ ଘଟଣାରେ ମୃତକଙ୍କ ମଧ୍ୟରେ ୬ ଜଣ ନାବାଳକ ଥିବାବେଳେ, ଏବେ ଓଡ଼ିଶାର ଶ୍ରମ ବିଭାଗ…

ଓଡ଼ିଶା ଜନତା କଂଗ୍ରେସରେ ସାଂଗଠନିକ ପୁନର୍ଗଠନ, ୪ ପ୍ରମୁଖ ବିଭାଗ ପାଇଁ ନୂଆ ସଭାପତି ଓ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ଜନତା କଂଗ୍ରେସ (ଓଜେସି) ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବଡ଼ ସାଂଗଠନିକ ପଦକ୍ଷେପ ନେଇଛି। ଦଳର ସଭାପତି ଇଂ. ମହମ୍ମଦ ମୋକିମ ଦଳର ଚାରିଟି ପ୍ରମୁଖ ବିଭାଗ ପାଇଁ ସଭାପତି, ଅଧ୍ୟକ୍ଷ ଓ ସଭାନେତ୍ରୀଙ୍କୁ ମନୋନୀତ କରିଥିବା ନେଇ ବୁଧବାର ପୃଥକ ପୃଥକ…

ଗ୍ରହର ବଡ଼ ପରିବର୍ତ୍ତନ: ଜୁଲାଇରୁ ଆରମ୍ଭ ‘ରାଜଯୋଗ’, ଏହି ୫ଟି ରାଶିର ଖୋଲିବ ଭାଗ୍ୟ

ଭୁବନେଶ୍ୱର: ଜୁଲାଇ ୨୦୨୬ ମାସଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବାକୁ ଯାଉଛି। ଏହି ମାସରେ କେତେକ ପ୍ରମୁଖ ଗ୍ରହଙ୍କ ଚଳନ ଏବଂ ସ୍ଥିତି ଯୋଗୁଁ ଆକାଶମଣ୍ଡଳରେ ଶୁଭ ‘ରାଜଯୋଗ’ ସୃଷ୍ଟି ହେଉଛି। ଜୁଲାଇ ୪ରେ ସିଂହ ରାଶିରେ ଶୁକ୍ରଙ୍କ ପ୍ରବେଶ, ଜୁଲାଇ ୭ରେ…

ବାରମ୍ବାର ରିଚାର୍ଜ ଝଞ୍ଜଟରୁ ମୁକ୍ତି: ଭୋଡାଫୋନ୍-ଆଇଡିଆ ଆଣିଲା ନୂଆ ପ୍ଲାନ, ମିଳିବ ଅନଲିମିଟେଡ୍ ଡାଟା

ଭୁବନେଶ୍ୱର: ଟେଲିକମ୍ କମ୍ପାନୀ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଧମାକା କରିଛି। ବାରମ୍ବାର ମାସିକ କିମ୍ବା ୩ ମାସିଆ ରିଚାର୍ଜ କରିବାର ଝଞ୍ଜଟରୁ ମୁକ୍ତି ଦେବା ପାଇଁ କମ୍ପାନୀ ଚୁପଚାପ୍ ଏକ ନୂଆ ବାର୍ଷିକ ପ୍ରିପେଡ୍ ପ୍ଲାନ ବଜାରକୁ ଆଣିଛି। Vi ପକ୍ଷରୁ ଲଞ୍ଚ୍ କରାଯାଇଥିବା…

୩୦ ବର୍ଷର ସେବା ପରେ କାମରୁ ବାହାର କରିଦେଇଥିଲା ଏସବିଆଇ; ୨୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ…

କଟକ: ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ ବ୍ୟାଙ୍କର ସେବାରେ ବିତାଇଦେଲେ। ବ୍ୟାଙ୍କର ଚଟାଣ ସଫା କରିବାକୁ ଯାଇ ନିଜର ରକ୍ତ ଓ ଝାଳ ବୁହାଇଲେ। କିନ୍ତୁ ଦୀର୍ଘ ୩୦ ବର୍ଷର ନିରବଚ୍ଛିନ୍ନ ସେବା ପରେ ଶେଷରେ ମିଳିଥିଲା ଚାକିରିରୁ ବହିଷ୍କାର। ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଏଭଳି…

ଫେରିଲା ମୌସୁମୀ: ଜୁଲାଇ ୩ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ନୂଆ ଲଘୁଚାପ, ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗୁଳୁଗୁଳି ଓ ଗରମରୁ ଓଡ଼ିଶାବାସୀଙ୍କୁ ବଡ଼ ଆଶ୍ୱସ୍ତି ମିଳିବାକୁ ଯାଉଛି। ରାଜ୍ୟରେ ମୌସୁମୀ ପ୍ରବାହ ଦୁର୍ବଳ ରହିବା ପରେ ଏବେ ଏହା ପୁଣି ସକ୍ରିୟ ହେବାକୁ ଯାଉଛି। ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ନୂଆ ଲଘୁଚାପ…

ପଶ୍ଚିମ ଓଡ଼ିଶାକୁ ଶାହଙ୍କ ବଡ଼ ଭେଟି: ବରଗଡ଼ରେ ୧,୭୫୦ କୋଟିର ମେଗା ଇଥାନଲ ପ୍ଲାଣ୍ଟ ଉଦଘାଟନ କରିବେ କେନ୍ଦ୍ର…

ଝାରସୁଗୁଡ଼ା/ବରଗଡ଼: ପଶ୍ଚିମ ଓଡ଼ିଶାର ଶିଳ୍ପ ଏବଂ କୃଷି କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ଯାଉଛି। ଜୁଲାଇ ୪ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବରଗଡ଼ଠାରେ ପ୍ରତିଷ୍ଠିତ ୧,୭୫୦ କୋଟି ଟଙ୍କାର ଏକ ବିଶାଳ ବାୟୋ-ଇଥାନଲ ପ୍ଲାଣ୍ଟର ଶୁଭାରମ୍ଭ କରିବେ।…

ସଚିବମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ୪ ଘଣ୍ଟିଆ ମାରାଥନ ବୈଠକ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବା ଏବଂ ଦେଶରେ ବ୍ୟବସାୟ ବାଣିଜ୍ୟ ପ୍ରକ୍ରିୟାକୁ ଅଧିକ ସହଜ କରିବା ଦିଗରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଏହି ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 'ସେବା ତୀର୍ଥ' ଠାରେ କେନ୍ଦ୍ର ସରକାରଙ୍କ…