Latest Odisha News

BREAKING NEWS

କୋହରେ ଫାଟି ପଡ଼ିଲା ଜୟଦେବ ବିହାର: ଏକାସାଙ୍ଗରେ ପୁରୀ ସ୍ବର୍ଗଦ୍ବାରରେ ଜଳିଲା ୭ ଓଡ଼ିଆ ତୀର୍ଥଯାତ୍ରୀଙ୍କ ଜୁଇ

ଭୁବନେଶ୍ୱର: ଏକାସାଙ୍ଗରେ ପୁରୀ ସ୍ବର୍ଗଦ୍ବାରରେ ଜଳିଲା ୭ଟି ଜୁଇ । ମଧ୍ୟପ୍ରଦେଶରେ ମୃତ ୭ ଓଡ଼ିଆଙ୍କ ଶେଷକୃତ୍ୟ ସମ୍ପନ୍ନ । ବିଳମ୍ବିତ ରାତିରେ ଭୁନେଶ୍ବରରେ ପହଞ୍ଚିଥିଲା ମରଶରୀର । ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣ ଓଡ଼ିଆ ତୀର୍ଥଯାତ୍ରୀଙ୍କ…

ପଞ୍ଚାୟତରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବସ୍ ବ୍ୟବସ୍ଥା: ରାଜ୍ୟ ସରକାର ଆରମ୍ଭ କଲେ ‘ଶ୍ରୀ ଜଗନ୍ନାଥ ଦର୍ଶନ…

ଭୁବନେଶ୍ୱର: ରାଜ୍ୟର ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ବର୍ଗର ଲୋକଙ୍କୁ ମାଗଣାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାର 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଶୁଭାରମ୍ଭ କରିଛନ୍ତି । ରବିବାର ଦିନ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ…

ବାଲେଶ୍ୱରରେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା କରାଯାଇଥିବା ନେଇ ବାପଘରର ସାଂଘାତିକ ଅଭିଯୋଗ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରୁ ପୁଣି ଏକ ଅଭାବନୀୟ ତଥା ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତା ମହିଳାଙ୍କର ତାଙ୍କ ଶାଶୁଘରେ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ଘଟିଛି। ତେବେ ଏହା ଆତ୍ମହତ୍ୟା କିମ୍ବା ସ୍ୱାଭାବିକ ମୃତ୍ୟୁ ନୁହେଁ, ବରଂ ଅଧିକ ଯୌତୁକ ଦାବି କରି ତାଙ୍କୁ…

ବିଧାନସଭା ମୌସୁମୀ ଅଧିବେଶନ ପାଇଁ କମିଶନରେଟ୍ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା: ମୁତୟନ ହେବେ ୩୦ ପ୍ଲାଟୁନ୍ ଫୋର୍ସ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ସମୟରେ ବିଧାନସଭା କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଏବଂ ସୁରୁଖୁରୁରେ ପରିଚାଳନା କରିବା ନିମନ୍ତେ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରବିବାର…

ବ୍ରିକ୍ସ ଦେଶରେ ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ର ଚାହିଦା: ଚୀନକୁ ଭାରତର ରପ୍ତାନି ୩୯ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ୱ ଅର୍ଥନୀତିରେ ଭାରତ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିବାରେ ଲାଗିଛି । ବିଶେଷକରି ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ 'ମେଡ୍ ଇନ୍ ଇଣ୍ଡିଆ' ସାମଗ୍ରୀର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । କେନ୍ଦ୍ର ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ…

ରାହୁଲ ଗାନ୍ଧୀଙ୍କ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମିମିକ୍ରି: ରାଜନୈତିକ ବୟାନବାଜି ଜୋର, ବିଜେପିର ତୀବ୍ର ନିନ୍ଦା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଲାଗି ରହିଥିବା ରାଜନୈତିକ ଲଢ଼େଇ ଏବେ ଏକ ନୂଆ ମୋଡ଼ ନେଇଛି । ଏକ ସାଧାରଣ ସଭା ମଞ୍ଚରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ କଥା କହିବା ଶୈଳୀ ଏବଂ ହାବଭାବକୁ ନକଲ କରିବା ପରେ ଦେଶର…

ଖଣି ଆଇନ ସଂଶୋଧନ ପ୍ରସଙ୍ଗ: ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ଖଣି ଏବଂ ଖଣିଜ ଦ୍ରବ୍ୟ ବିକାଶ ତଥା ନିୟନ୍ତ୍ରଣ (ଏମଏମଡିଆର) ଆଇନରେ କେନ୍ଦ୍ର ସରକାର ଆଣିବାକୁ ଯାଉଥିବା ପ୍ରସ୍ତାବିତ ସଂଶୋଧନକୁ ନେଇ ଓଡ଼ିଶା ରାଜନୀତି ଏବେ ସରଗରମ ହୋଇଛି । ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥରକ୍ଷା ନିମନ୍ତେ ତୁରନ୍ତ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ…

ଭୁବନେଶ୍ୱରରେ ଅଭାବନୀୟ ଘଟଣା: ଧାର ନେଇଥିବା ୭ ଲକ୍ଷ ଟଙ୍କା ଫେରାଇଲେନି ସାଙ୍ଗ, ଜୀବନ ହାରିଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସାଙ୍ଗମାନଙ୍କୁ ନିଜର ଭାବି ବିଶ୍ୱାସ କରି ଧାର ଆକାରରେ ଦେଇଥିବା ବିପୁଳ ଅର୍ଥ ଆଉ ଫେରି ନ ପାଇବାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ନିଜର କଷ୍ଟ ଉପାର୍ଜିତ ୭ ଲକ୍ଷ ଟଙ୍କା ସାଙ୍ଗମାନେ…

ହମିଦ ଅନସାରୀଙ୍କ ବୟାନ ଉପରେ ବର୍ଷିଲା ବିଜେପି; କହିଲା, ‘କଂଗ୍ରେସର ହିନ୍ଦୁ ବିରୋଧୀ ନୀତି ପଦାରେ…

ନୂଆଦିଲ୍ଲୀ: ଭାରତର ପୂର୍ବତନ ଉପରାଷ୍ଟ୍ରପତି ମହମ୍ମଦ ହମିଦ ଅନସାରୀଙ୍କ ଏକ ମନ୍ତବ୍ୟକୁ ନେଇ ଏବେ ଦେଶର ରାଜନୀତି ସରଗରମ ହୋଇପଡ଼ିଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇସଲାମିକ୍ କଲଚରାଲ୍ ସେଣ୍ଟରଠାରେ ଆୟୋଜିତ ଏକ ସ୍ମୃତିଚାରଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନସାରୀ ଦେଶର ସାମ୍ପ୍ରତିକ ରାଜନୈତିକ ଏବଂ…

୯ ଲକ୍ଷ ବଜେଟ୍, ୪୦ ଲକ୍ଷ ରୋଜଗାର: ରାମାନନ୍ଦ ସାଗରଙ୍କ ‘ରାମାୟଣ’ କିପରି ରଚିଥିଲା ଅର୍ଥନୈତିକ ଇତିହାସ

ନୂଆଦିଲ୍ଲୀ: ଭାରତୀୟ ଟେଲିଭିଜନ ଇତିହାସରେ ସର୍ବାଧିକ ଲୋକପ୍ରିୟ ଧାରାବାହିକ କଥା ଉଠିଲେ, ରାମାନନ୍ଦ ସାଗରଙ୍କ 'ରାମାୟଣ'ର ନାମ ସର୍ବାଗ୍ରେ ଆସିଥାଏ । ୧୯୮୭ ମସିହାରେ ଦୂରଦର୍ଶନରେ ପ୍ରସାରିତ ହେଉଥିବା ଏହି ପୌରାଣିକ ଧାରାବାହିକ କେବଳ ଭାରତୀୟଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ ନଥିଲା, ବରଂ…