Latest Odisha News

BREAKING NEWS

ଟପ୍ ସିଙ୍ଗର ଥିଲେ, ତଥାପି ଲାଗିଲା ବ୍ୟାନ୍: ଜାଣନ୍ତୁ ୧୯୭୫ ମସିହାରେ କିଶୋର କୁମାରଙ୍କ ସହ କ’ଣ ଘଟିଥିଲା

ନୂଆଦିଲ୍ଲୀ: ହିନ୍ଦୀ ସିନେମା ଜଗତର କିମ୍ବଦନ୍ତୀ ଗାୟକ କିଶୋର କୁମାରଙ୍କ ଯାଦୁଗରୀ ସ୍ୱର ଆଜି ବି କୋଟି କୋଟି ଶ୍ରୋତାଙ୍କ ହୃଦୟରେ ରାଜ୍ କରୁଛି । ତେବେ ତାଙ୍କ ସୁଦୀର୍ଘ ସାଙ୍ଗୀତିକ କ୍ୟାରିୟରରେ ଏମିତି ଏକ ସମୟ ଆସିଥିଲା, ଯେତେବେଳେ ତାଙ୍କ ଗୀତ ଶୁଣିବା ଉପରେ ସରକାରୀ କଟକଣା ଲଗାଯାଇଥିଲା।…

ପେଟ୍ରୋଲ୍ ପମ୍ପରେ ବନ୍ଦ ହେବନି ୟୁପିଆଇ କାରବାର: ‘ନୋ ୟୁପିଆଇ ଡେ’ ଗୁଜବକୁ ଖଣ୍ଡନ କଲା ଇଣ୍ଡିଆନ୍ ଅଏଲ୍

ନୂଆଦିଲ୍ଲୀ: ପେଟ୍ରୋଲ୍ ପମ୍ପଗୁଡ଼ିକରେ ୨୦୦୦ ଟଙ୍କାରୁ ଅଧିକ ୟୁପିଆଇ ପେମେଣ୍ଟ ଆଉ ଗ୍ରହଣ କରାଯିବ ନାହିଁ । ଏହି ଖବର ଦ୍ୱନ୍ଦ୍ୱ ସୃଷ୍ଟି କରିଥିବା ବେଳେ ଏବେ ଦେଶର ପ୍ରମୁଖ ତୈଳ କମ୍ପାନୀ 'ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍' ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଛି । କମ୍ପାନୀ ସ୍ପଷ୍ଟ ଭାବରେ…

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଲଘୁଚାପ: ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି କି ବାତ୍ୟା ‘ଅର୍ଣ୍ଣବ’?

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି, ଯାହାକୁ ନେଇ ଓଡ଼ିଶା ଉପକୂଳରେ ପୁଣି ଥରେ ବାତ୍ୟା ଭୟ ଖେଳିଯାଇଛି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ର ତାଜା ସୂଚନା ଅନୁଯାୟୀ, ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର…

ପୁଣି ଡରାଉଛି ପାଣିପାଗ: ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ୨୨ ତାରିଖରୁ ବଢ଼ିବ ବର୍ଷାର ପରିମାଣ, ୩ ଜିଲ୍ଲାକୁ ଅରେଞ୍ଜ…

ଭୁବନେଶ୍ୱର : ଭାରତୀୟ ପାଣିପାଗ ବିଭାଗର ତାଜା ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ନୂଆ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ଆସନ୍ତା ୨୨ ସେପ୍ଟେମ୍ବର ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଗଭୀର ଅବପାତରେ ପରିଣତ…

ହ୍ୱାଟ୍ସଆପ୍‌ରେ ଘୂରି ବୁଲିଲା ଇଂରାଜୀ ପ୍ରଶ୍ନପତ୍ର: ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ବଡ଼ ନିଷ୍ପତ୍ତି, ପରୀକ୍ଷା…

କୋରାପୁଟ: ଜୟପୁର ସ୍ଥିତ ପ୍ରତିଷ୍ଠିତ ବିକ୍ରମ ଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍ ହେବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି । ଶୁକ୍ରବାର ଦିନ ଅନୁଷ୍ଠିତ ହେବାକୁ ଥିବା ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟାରର ଇଂରାଜୀ ପରୀକ୍ଷାର ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟର କିଛି ଘଣ୍ଟା…

ମାତ୍ରାଧିକ ଚା’ ପିଉଥିଲେ ସାବଧାନ! ଗଳା କର୍କଟର ଆଶଙ୍କା ବଢ଼ିପାରେ ବୋଲି ସତର୍କ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କଫି ଏବଂ ଚା' କେବଳ ଏକ ସାଧାରଣ ଉତ୍ସାହବର୍ଦ୍ଧକ ପାନୀୟ ନୁହେଁ, ବରଂ ଏହା ଆପଣଙ୍କୁ ମୁଣ୍ଡ ଏବଂ ବେକ କର୍କଟ ଭଳି ମାରାତ୍ମକ ରୋଗରୁ ମଧ୍ୟ ରକ୍ଷା କରିପାରେ । ଆମେରିକାନ କ୍ୟାନ୍ସର ସୋସାଇଟିର ପ୍ରସିଦ୍ଧ ପତ୍ରିକା 'କ୍ୟାନ୍ସର'ରେ ପ୍ରକାଶିତ ଏକ ସଦ୍ୟତମ ଗବେଷଣା ରିପୋର୍ଟରୁ ଏଭଳି…

ଗୋପାଳପୁର ଡପଲର ରାଡାର ପୁଣି ଅଚଳ: ୨୨ ସେପ୍ଟେମ୍ବର ସୁଦ୍ଧା କାର୍ଯ୍ୟକ୍ଷମ ହେବା ନେଇ ଆଶା

ନୂଆଦିଲ୍ଲୀ:ରାଜ୍ୟରେ ପାଣିପାଗ ଏବଂ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଆଗୁଆ ସୂଚନା ଦେବା ପାଇଁ ଗଞ୍ଜାମ ଜିଲ୍ଲା ଗୋପାଳପୁରଠାରେ ସ୍ଥାପିତ ହୋଇଥିବା ଡପଲର ରାଡାର ପୁଣିଥରେ ଅଚଳ ହୋଇପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୧୦ ତାରିଖରୁ କୌଣସି ବୈଷୟିକ ତ୍ରୁଟି କାରଣରୁ ଏହି…

କାରରେ କ୍ଷମତାଠାରୁ ଅଧିକ ଯାତ୍ରୀ ବସାଉଛନ୍ତି କି? ସାବଧାନ, କଟିବ ମୋଟା ଅଙ୍କର ଚାଲାଣ

ଛୁଟିଦିନରେ ବୁଲିବାକୁ ଯିବା ହେଉ କିମ୍ବା କୌଣସି ବିବାହ-ଉତ୍ସବରେ ଯୋଗଦେବା କଥା, ଅନେକ ସମୟରେ ଲୋକେ ଗୋଟିଏ ଗାଡ଼ିରେ କ୍ଷମତାଠାରୁ ଅଧିକ ଲୋକ ବସାଇ ଯାତ୍ରା କରନ୍ତି । ୫ ସିଟ୍ ବିଶିଷ୍ଟ କାରରେ ୬-୭ ଜଣ ଏବଂ ୭ ସିଟ୍ କାରରେ ୮-୯ ଜଣ ବସିବା ଏକ ସାଧାରଣ କଥା ପାଲଟିଛି। କିନ୍ତୁ ଆପଣ ଜାଣନ୍ତି…

ବିଲ୍ ବାକି ଥିବାରୁ ୨୫ଟି ସ୍କୁଲର ଲାଇନ୍ କଟିଲା, ଗଛମୂଳେ ଛାତ୍ରଛାତ୍ରୀ

ପୁରୀ: ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକରୁ ଏକ ଅଭାବନୀୟ ତଥା ଉଦବେଗଜନକ ଖବର ସାମ୍ନାକୁ ଆସିଛି । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନହେବା କାରଣରୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ବ୍ଲକର ପ୍ରାୟ ୨୫ଟି ସରକାରୀ…

ଅଜବ ଘଟଣା: ଡାକ୍ତର ଗଲେ କୋର୍ଟ, ରୋଗୀ ଦେଖି ଔଷଧ ଲେଖିଲେ ଡ୍ରାଇଭର!

କାନପୁର: ଉତ୍ତରପ୍ରଦେଶର କାନପୁରସ୍ଥିତ ଏକ ସରକାରୀ ଡାକ୍ତରଖାନାରୁ ରାଜ୍ୟ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଏକ ନଗ୍ନ ଓ ଆଶ୍ଚର୍ଯ୍ୟଜନକ ଚିତ୍ର ପଦାକୁ ଆସିଛି । ଗରିବ ତଥା ସାଧାରଣ ଲୋକମାନେ ଉତ୍ତମ ସ୍ୱାସ୍ଥ୍ୟସେବା ପାଇବା ଆଶାରେ ସରକାରୀ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ବେଳେ ଏଠାରେ ରୋଗୀଙ୍କ…