Latest Odisha News

BREAKING NEWS

ଶ୍ରୀମନ୍ଦିରର କିଛି ଶୃଙ୍ଖଳା ଅଛି କି?

ବିଭିନ୍ନ ସମୟରେ ବିଶୃଙ୍ଖଳିତ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ସମ୍ପର୍କିତ ସମ୍ବାଦ ଗଣମାଧ୍ୟମରେ ଚର୍ଚ୍ଚିତ ହୁଏ । ପ୍ରତ୍ୟେକ କଥାରେ ବିଶୃଙ୍ଖଳା ସୃଷ୍ଟି କରିବା ଏବଂ ମନ୍ଦିର ପ୍ରଶାସନ ନାମକ ସଂସ୍ଥାକୁ ଏକ ସ୍ଥାଣୁ ସଂସ୍ଥା ଭାବରେ ଭାବିବାରେ କୌଣସି ପ୍ରକାରର ଭୁଲ୍ ନାହିଁ । ବିଶେଷ କରି…

ହଜିଗଲେ ଛାତ୍ରୀ!

ଗତ ମାଟ୍ରିକ୍ ପରୀକ୍ଷାରେ ଆଶାତୀତ ଭାବରେ ଛାତ୍ରଛାତ୍ରୀମାନେ ପରୀକ୍ଷା ନ ଦେବାରୁ ବିଭିନ୍ନ ପ୍ରକାରର ପ୍ରସଙ୍ଗ ଆଲୋଚନା ଭିତରକୁ ଆସିଥିଲା । ବିଦ୍ୟାଳୟର ମାନ୍ୟତା ରକ୍ଷା ପାଇଁ ଶିକ୍ଷକମାନେ ଉଚ୍ଚ ଛାତ୍ରଛାତ୍ରୀଙ୍କ ନାମ ଦେଇ ଆଡ୍‌ମିଟ୍ କାର୍ଡ୍ ମଧ୍ୟ ନେଇ ଯାଇଥିବାର ଚାଞ୍ଚଲ୍ୟକର ଅଭିଯୋଗ ସବୁ…

କୁଢ଼ କୁଢ଼ ଅଖାଦ୍ୟ, ଅଳିଆ

ସଜ ସଜ ଶେଷ ହୋଇଛି ସାବିତ୍ରୀ ବ୍ରତ । ସାବିତ୍ରୀ ଅମାବାସ୍ୟା ଉପଲକ୍ଷେ ଫଳ ବଜାରରେ ଅସମ୍ଭବ ଦର ବୃଦ୍ଧି ଘଟିଥିଲା । ଫଳ ବଜାରରେ ଦରବୃଦ୍ଧିକୁ ନେଇ ଏଯାଏଁ କୌଣସି ବି କର୍ତ୍ତୃପକ୍ଷ ନିୟନ୍ତ୍ରଣ କରିବା ପାଇଁ ଆଗେଇ ଆସିନାହାନ୍ତି । ଯାହା ମୁହଁରୁ ଯାହା ବାହାରିଲା ତାହା ହିଁ ଦର । କିନ୍ତୁ ଏଇଠି…

ଜଗୁ ମଉସା, ଆପଣ ଏବେ ବି ଅଛନ୍ତି …

(ଜଗନ୍ନାଥ ଶତପଥୀଙ୍କ ଦ୍ୱାଦଶାହ ଅବସରରେ..) ସଂସାରରେ ଅନେକ ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ନିଜ ଖିଆଲ୍ ମନକୁ ନେଇ ବଂଚନ୍ତି । ସେଇ ଖିଆଲ୍ ମନ ଭିତରେ ଚିରକାଳ ରହିବାକୁ ଭଲପାଆନ୍ତି, ସେଇଥିରେ ନିଜକୁ ହଜେଇପାରନ୍ତି, ନିଜକୁ ନିଜ ଭିତରେ ଭିଜେଇ ପାରନ୍ତି । ତାଙ୍କ ସ୍ୱପ୍ନ ହିଁ ତାଙ୍କ…

ମଣିଷ: ସୃଷ୍ଟିର ଶେଷ କପଟି !

ସାମ୍ପ୍ରତିକ ସମାଜର ପରିସ୍ଥିତିକୁ ନେଇ ବଳଭଦ୍ର ରଥଙ୍କ ନିୟମିତ ସ୍ତମ୍ଭ: ଦୁନିଆ ଚିନ୍ତା ଏ ମଣିଷ କୁଆଡେ ଜୀବଜଗତର ଶ୍ରେଷ୍ଠ ଜୀବ ! ବଣଜଙ୍ଗଲର ଲଙ୍ଗଳା ଅବସ୍ଥାରୁ ମଙ୍ଗଳଗ୍ରହରେ ପହଂଚିବା ପର୍ଯ୍ୟନ୍ତ ଏ ମଣିଷର ସଭ୍ୟତାକୁ ଲାଗିଯାଇଛି ପ୍ରାୟ ଦୁଇଲକ୍ଷ ବର୍ଷ । ଏଇ ଦୁଇଲକ୍ଷ ବର୍ଷର…