ଅବିଶ୍ୱସନୀୟ, ଅକଳ୍ପନୀୟ ଓ ଅଦ୍ଭୁତ: ମ୍ୟାକ୍ସୱେଲ ଖେଳିଲେ ଦିନିକିଆ କ୍ରିକେଟର ଶ୍ରେଷ୍ଠ ଇନିଂସ
ଅଷ୍ଟ୍ରେଲିଆକୁ କାହିଁକି ବାରମ୍ବାର ବିଶ୍ୱବିଜେତା ହୋଇଥାଏ ତାହା ପୁନର୍ବାର ପ୍ରମାଣିତ ହୋଇଛି । ଭାରତରେ ଚାଲିଥିବା ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଗ୍ଲେନ ମ୍ୟାକ୍ସୱେଲଙ୍କ ଦ୍ୱିଶତକୀୟ ଇନିଂସ ଏହାର ଜ୍ୱଳନ୍ତ ଉଦାହରଣ । ହଁ ମୁଁ ପାରିବି...ଏହି ରଣନୀତିକୁ ସର୍ବଦା…