ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୦୯
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ "କେଶବ "ନାମର ବ୍ୟାଖ୍ୟା ଅମରକୋଷରେ ମଧ୍ୟ ରହିଛି। ଯଥା ବିଷ୍ଣୁ ନାରାୟଣଃ କୃଷ୍ଣ ବୈକୁଣ୍ଠ ବିଷ୍ଟରଶ୍ରବା, ଦାମୋଦର ହୃଷିକେଶ କେଶବ ମାଧବସ୍ୱ ଭୂ ",…